![]() | ||||||||||||||||||||||||||||||
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | Kolhapur, India | ୩୦ ଅକ୍ଟୋବର ୧୯୯୦|||||||||||||||||||||||||||||
ଉଚ୍ଚତା | 5.2 ft (1.6 m) (2010) | |||||||||||||||||||||||||||||
ଓଜନ | 67 kg (148 lb) (2010) | |||||||||||||||||||||||||||||
Sport | ||||||||||||||||||||||||||||||
ଦେଶ | India | |||||||||||||||||||||||||||||
କ୍ରୀଡ଼ା | 25 metre pistol | |||||||||||||||||||||||||||||
Club | Shiva Chattrapati Sports Complex, Pune | |||||||||||||||||||||||||||||
Team | India | |||||||||||||||||||||||||||||
Coached by | Anatolii Piddubnyi | |||||||||||||||||||||||||||||
Now coaching | Balewadi Shooting Range, Pune | |||||||||||||||||||||||||||||
Medal record
|
ରାହୀ ସରନୋବତ (ଜନ୍ମ: ୩୦ ଅକ୍ଟୋବର ୧୯୯୦, କୋଲହାପୁର, ମହାରାଷ୍ଟ୍ର) ଜଣେ ଭାରତୀୟ ମହିଳା ଶୁଟର ଅଟନ୍ତି, ଯିଏ 5 ଏପ୍ରିଲ 2013 ମସିହାରେ କୋରିଆର ଚାଙ୍ଗବାନରେ ଚାଲିଥିବା ଆଇ ଏସ ଏସ ଏଫ ବିଶ୍ୱ କପର 25 ମିଟର ପିସ୍ତଲ ସ୍ପର୍ଦ୍ଧାର ଫାଇନାଲରେ ସ୍ଥାନୀୟ ଶୁଟର କେୟଙ୍ଗ କିମଙ୍କୁ 8-6ରେ ହରେଇ ସ୍ୱର୍ଣ୍ଣ ପଦକ ଭାରତ ନାମରେ କରାଇଥିଲେ । ସେ ବିଶ୍ୱ କପରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ପିସ୍ତଲ ଶୁଟର ଅଟନ୍ତି ।[୧][୨][୩]
ରାହୀ ଆମେରିକାରେ 2011 ଆଇ ଏସ ଏସ ଏଫ ବିଶ୍ୱ କପରେ କଂସା ପଦକ ଜିତିଥିଲେ । 2010 ରାଷ୍ଟ୍ରମଣ୍ଡଳ ଖେଳରେ ଏକ ଗୋଲ୍ଡ ଏବଂ ସିଲଭର ମେଡାଲ ଜିତିଥିବା ରାହୀ ଆଇ ଏସ ଏସ ଏଫ ବିଶ୍ୱ କପ, 2011ରେ ବ୍ରୋଞ୍ଜ ଜିତି ଓଲିଓମ୍ପିକର ଟିକେଟ ନେଇଥିଲେ ।[୪]
2014 ରାଷ୍ଟ୍ରମଣ୍ଡଳ ଖେଳରେ 25 ମିଟର ଏୟାର ପିସ୍ତଲରେ ରାହୀ ସରନୋବତ ଭଲ ପ୍ରଦର୍ଶନ କରି ଗୋଲ୍ଡ ମେଡାଲ ଜିତିଥିଲେ ।[୫]
{{cite news}}
: Check date values in: |accessdate=
and |date=
(help)
{{cite news}}
: Check date values in: |accessdate=
and |date=
(help)