Rawatbhata, Rajasthan, India
रावतभाटा | |
---|---|
Town | |
Nickname: Anu Nagari | |
ଦେଶ | India |
ରାଜ୍ୟ | Rajasthan |
ଜିଲ୍ଲା | Chittorgarh |
Elevation | 325 m (1,066 ft) |
Population (2011)[୧] | |
• Total | ୩୭,୬୯୯ |
Time zone | UTC+5:30 (IST) |
PIN | 323307 |
Website | http://rawatbhata.co.in/ http://www.rawatbhata.webs.com |
ରାୱାତଭାତା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ଚିତ୍ତଉର୍ଗଡ଼ ଜିଲ୍ଲାରେ ଅବସ୍ଥିତ ।
ରାୱାତଭାତା ୨୪.୯୨୯୮ ଉତ୍ତର ଅକ୍ଷାଂଶ ଓ ୭୫.୫୯୨୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୧୯୭ ଫୁଟ ଉଚ୍ଚତାରେ ରହିଛି ।[୨]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାୱାତଭାତା ସହରର ମୋଟ ଜନସଂଖ୍ୟା ୩୪୬୭୭ ଅଟେ ।[୩] ସେଥି ମଧ୍ୟରୁ ୫୨.୫୮% ଜଣ ପରୁଷ ହୋଇଥିବା ବେଳେ ୪୭.୪୨% ଜଣ ନାରୀ ଅଟନ୍ତି । ରାୱାତଭାତାର ସାକ୍ଷରତା ହାର ୭୨.୪୨% ଅଟେ । ଏହା ଜାତୀୟ ହାରଠାରୁ ୭.୫୮% ପ୍ରତିଶତ କମ ଅଟେ । ସେଥିରୁ ୪୧.୬୦% ପ୍ରତିଶତ ପୁରୁଷ ଓ ୩୦.୮୨% ନାରୀ ଅଟନ୍ତି । ୧୪.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ହିନ୍ଦୀ ରାୱାତଭାତାର ସରକାରୀ ଭାଷା ଅଟେ ।