ରିଟେପ୍ଲେସ

ରିଟେପ୍ଲେସ
Clinical data
Trade namesRetavase, Retefuse, Rapilysin, Mirel, others
AHFS/Drugs.commonograph
data
Chemical and physical data
FormulaC1736H2671N499O522S22
Molar mass୩୯,୫୮୯.୭୫ g·mol−1
  (verify)

ରିଟେପ୍ଲେସ (ଇଂରାଜୀ ଭାଷାରେ Reteplase), ବାଣିଜ୍ୟ ନାମ ରେଟାଭେସ, ହେଉଛି ଏକ ଥ୍ରୋମ୍ବୋଲାଇଟିକ ଔଷଧ ଯାହା ମୁଖ୍ୟତଃ ହୃଦଘାତର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା କେତେକ ଫୁସଫୁସ ଏମ୍ବୋଲିଜ୍ମ ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ |

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ କୋଲେଷ୍ଟେରୋଲ ଏମ୍ବୋଲିଜ୍ମ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ମାନବ ତନ୍ତୁ ପ୍ଲାଜ୍ମିନୋଜେନ ଆକ୍ଟିଭେଟରର ଏକ ରେକୋମ୍ବିନାଣ୍ଟ ପୃଷ୍ଟିସାର ରୂପ ।

୧୯୯୬ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରିଟପ୍ଲେସ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ମାତ୍ରା ଔଷଧ ପିଛା ପ୍ରାୟ ୩,୬୦୦ ଡଲାର ଥିଲା ।[]

  1. ୧.୦ ୧.୧ "Reteplase Monograph for Professionals". Drugs.com (in ଇଂରାଜୀ). Archived from the original on 15 August 2019. Retrieved 16 October 2021.
  2. ୨.୦ ୨.୧ "DailyMed - RETAVASE- reteplase kit". dailymed.nlm.nih.gov. Archived from the original on 17 October 2021. Retrieved 16 October 2021.
  3. "Reteplase Use During Pregnancy". Drugs.com (in ଇଂରାଜୀ). Archived from the original on 29 November 2020. Retrieved 16 October 2021.
  4. "Rapilysin". Archived from the original on 27 April 2021. Retrieved 16 October 2021.
  5. "Retavase Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 16 October 2021.