ରିବା ବବର୍ | |
---|---|
ଜନ୍ମ | ମୁମ୍ବାଇ, ମହାରାଷ୍ଟ୍ର, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ମଡେଲ୍, ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୬–୨୦୧୮ |
ରିବା ବବର୍ ଜଣେ ଭାରତୀୟ ଅଭିନେତ୍ରୀ ।[୧][୨][୩] ୨୦୦୧ ମସିହାରେ, ସେ ଏକ ଆରବିକ୍ ପପ୍ ସଙ୍ଗ୍ ହବିବି ଦାହରେ କାମ କରିଥିଲେ । ଏହାପରେ, ସେ ହିନ୍ଦୀ ଦୂରଦର୍ଶନ ଧାରାବାହିକ କ୍ୟୁଁ ପ୍ୟାର୍ ହୋତା ଜରିଆରେ ହିନ୍ଦୀ ଦୂରଦର୍ଶନ ଜଗତରେ କାମ କରିଥିଲେ, ଯେଉଁଥିରେ ସେ ନିକିତା ଭୂମିକାରେ ଅଭିନୟ କରିଥିଲେ । ତା'ପରେ, ସେ କ୍ୟୁଁକି ସାସ୍ ଭି କଭି ବହୁ ଥିରେ କାମ କରିଥିଲେ, ଯେଉଁଥିରେ ସେ ଦାମିନୀ ଭୂମିକାରେ କାମ କରିଥିଲେ । ବେଇନ୍ତେହା ଧାରାବାହିକରେ ଶବାନା ହୁଲାମ ହାଇଦର୍, ରାମ୍ ମିଲାୟି ଯୋଡ଼ିରେ ବିମ୍ମି ଏବଂ ସୂର୍ଯ୍ୟପୁତ୍ର କର୍ଣ୍ଣରେ ପ୍ରିୟମ୍ବଦା ଭୂମିକରେ କାମ କରିଛନ୍ତି ।[୪]
ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୧୯୯୬ | ସିଲ୍ଭା | କାମିନୀ | ତାମିଲ | |
୧୯୯୭ | ରୋଜା ମାଲାରେ | ମାଲାରବିଜି | ||
୨୦୧୮ | ପ୍ୟାଡ୍ ମ୍ୟାନ୍ | ଲକ୍ଷ୍ମୀ ପ୍ରସାଦଙ୍କ ପଡ଼ୋଶୀ | ହିନ୍ଦୀ |
ବର୍ଷ | ଧାରାବାହିକ | ଭୂମିକା |
---|---|---|
୨୦୦୨–୨୦୦୪ | କ୍ୟୁଁ ହୋତା ହୈ ପ୍ୟାର୍ | ନିକିତା ଶର୍ମା |
୨୦୦୩–୨୦୦୮ | କ୍ୟୁଁକି ସାସ୍ ଭି କଭି ବହୁ ଥି | ଦାମିନୀ |
୨୦୦୪–୨୦୦୫ | ଆୟୁଷମାନ | ଡ. କାବ୍ୟା |
୨୦୦୪–୨୦୦୫ | କର୍ମା – କୋଇ ଆ ରାହା ହୈ ୱକ୍ତ ବଦଲ୍ନେ | ମୃଣାଳ |
୨୦୦୫ | କାବ୍ୟାଞ୍ଜଳି | ସୋନିଆ |
୨୦୦୫–୨୦୦୬ | କେ. ଷ୍ଟ୍ରିଟ୍ ପାଲି ହିଲ୍ | ସିମ୍ରନ୍ |
୨୦୧୦–୨୦୧୨ | ରାମ ମିଲାୟି ଯୋଡ଼ି | ବିମି ବେଦି |
୨୦୧୩–୨୦୧୪ | ବେଇନ୍ତେହା | ଗୁଲାମ ହାଇଦର୍ |
୨୦୧୫ | ସୂର୍ଯ୍ୟପୁତ୍ର କର୍ଣ୍ଣ | ପ୍ରିୟମ୍ବଦା[୫] |