![]() | ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
ରିମା କଳିଙ୍ଗାଲ | |
---|---|
![]() Rima Kallingal in 2018 | |
ଜନ୍ମ | 19 January 1984 Thrissur, Kerala, India |
ବୃତ୍ତି(ସମୂହ) | Actress, model, television anchor |
ସକ୍ରିୟ ବର୍ଷ | 2009–present |
ବୈବାହିକ-ସାଥୀ | Aashiq Abu (2013–present) |
ରିମା କଳିଙ୍ଗାଲ ଜଣେ ଭାରତୀୟ ମଡେଲ ଓ ଫିଲ୍ମ ଅଭିନେତ୍ରୀ । ସେ ମୁଖ୍ଯତଃ ମାଲାୟାଲାମ ଫିଲ୍ମରେ ଅଭିନୟ କରିଥାନ୍ତି । ୨୦୦୮ ମସିହାରେ ମିସ କେରଳ ପ୍ରତିଯୋଗୀତାରେ ପ୍ରଥମ ରନର୍ସ ଅପ ହେଇ ଲୋକ ନଜରକୁ ଆସିଥିଲେ । ଏହା ପରେ ସେ ଅଭିନୟ ଆରାହ୍ନ କରିଥିଲେ । ୨୦୦୯ ମସିହାରେ ତାଙ୍କର " ରିତୁ " ଓ " ନିଲଠାମରା " ନାମକ ୨ଟି ଫିଲ୍ମ ମାଲାୟାଲାମ ଭାଷାରେ ନିର୍ମିତ ହେଇଥିଲା । ଏହା ପରେ ସେ " City of GOD "( ୨୦୧୧ ) ,ଇଣ୍ଡିଆନ ରୂପୀ" ( ୨୦୧୧) , " ନିଦ୍ରା " ( ୨୦୧୨ ) ଆଦି ସଫଳ ମାଲାୟାଲାମ ଫିଲ୍ମରେ ଅଭିନୟ କରିଥିଲେ ।
କେରଳ ରାଜ୍ୟର ଥିସୁରଠାରେ ୧୯୮୪ ମସିହାରେ ଜନ୍ମଗ୍ରହଣ କରିଥିବା ରିମା ୩ ବର୍ଷ ବୟସରୁ ନୃତ୍ୟ ଶିକ୍ଷା କରୁଥିଲେ । .[୧] ଶିଶୁ କଳାକାର ଭାବରେରେ ସେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ,ମଞ୍ଚରେ ତାଙ୍କର ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ସେ କୁନନୁରଠାରେ ତାଙ୍କର ପ୍ରାଥମିକ ଶିକ୍ଷା ଲାଭ କରଥିଲେ ।.[୨] ସେ ଥିସୁରସ୍ଥିତ ଚିନ୍ମୟ ବିଦ୍ୟାଳୟରୁ ତାଙ୍କ ପାଠପଢ଼ା ଜାରି ରଖି ପରେ ବାଙ୍ଗାଲୋରର ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟରୁ ଜର୍ନାଲିଜମ ରେ ଡିଗ୍ରୀ ପାଇଥିଲେ । [୩][୪][୫] ସେ ତାଇକୁଣ୍ଡୋ, ଓ ଚାଓ ସାମରିକ କଳା ମଧ୍ୟ ଶିକ୍ଷା ଲାଭ କରିଥିଲେ .
ଏସିଆନେଟ ଟେଲିଭିଜନର ଏକ ରିଆଲିଟି ଶୋରେ ସେ ରନର୍ସ ଅପ ହେବା ପରେ ବାଙ୍ଗାଲୋରକୁ ମଡେଲିଙ୍ଗ ପେଶଗତ ଭାବରେ କରିବାକୁ ଆସିଥିଲେ । ଏହି ସମୟ ମଧ୍ୟରେ ସେ କେରାଳର ମିସ କେରଳ ପ୍ରତିଯୋଗୀତାରେ ଭାଗ ନେଇ ରନର୍ସ ଅପ ହେଇଥିଲେ । .[୬]
ଏହି ସମୟରେ ସେ ଏକ ତାମିଲ ଫିଲ୍ମ " ମଝାଇ ଭରପ୍ପୋଗୁଠୁ " ନାମକ ଫିଲ୍ମରେ ଅଭିନୟ ପାଇଁ ଚୁକ୍ତିବଦ୍ଧ ହେଇଥିଲେ ମଧ୍ୟ ଫିଲ୍ମଟି ନିର୍ମିତ ହେଇ ପାରିନଥିଲା । ଏହା ପରେ ସେ " ରିତୁ" ନାମକ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । . ସେତେବେଳେ ତାଙ୍କୁ ୨୫ ବର୍ଷ ହେଇଥିଲା । .
I୨୦୧୨ ମସିହାରେ ତାଙ୍କର ଫିଲ୍ମ " ୨୨ Female Kottayam" ଏକ ବ୍ଯବସାୟିକ ଭାବରେ ଲାଭଜନକ ଫିଲ୍ମ ହେଇଥିଲା ଓ ଏଥିରେ ତାଙ୍କର ଅଭିନୟକୁ ଖୁବ ପ୍ରସଂଶା ଓ ପୁରସ୍କାର ମିଳିଥିଲା । [୭][୮] " ତେସ୍ସା" ଚରିତ୍ରରେ ତାଙ୍କର ଅଭିନୟ ଏହି ଫିଲ୍ମରେ ଖୁବ ଜୀବନ୍ତ ଥିଲା । [୯] ଏହି ଫିଲ୍ମ ପାଇଁ ସେ କେରଳ ରାଜ୍ୟ ଫିଲ୍ମ ପୁରସ୍କାର ଲାଭ କରିଥିଲେ । .
୨୦୧୩ ମସିହାରେ ସେ ଟେଲିଭିଜନରେ ଆଙ୍କର ଭାବରେ ରେଏଲିଟି ଶୋରେ କାର୍ଯ୍ୟ କରିଥିଲେ ।.[୧୦][୧୧] ଏହାଦ୍ୱାରା ତାଙ୍କୁ କେରଳ ଫିଲ୍ମ ଚାମବାର ତାଙ୍କୁ ଫିଲ୍ମରୁ ବାସନ୍ଦ କରିଥିଲେ । ପରେ ସେହି ବାସନ୍ଦ ହଟାଇ ନିଆ ଯାଇଥିଲା ।.[୧୨]
ରିମା ଫିଲ୍ମ ନିର୍ଦ୍ଦେଶକ ଆଶିକ ଆବୁଙ୍କୁ ବିବାହ କରିଥିଲେ । ବିବାହ ଅତି ସାଧାରଣ ଭାବରେ ହେଇଥିଲା ଓ ରିମା ବିବାହ ପୂର୍ବ ଦିନ କେନସର ପୀଡିତମାନଙ୍କ ଚିକିସ୍ତା ପାଇଁ ୧୦ ଲକ୍ଷ ତାଙ୍କ ଦାନ କରିଥିଲେ । ବିବାହ ଦିନ ମଧ୍ୟ ହସ୍ପିଟାଲରେ ସେ ଭୋଜି ପାଇଁ ସମସ୍ତ ଖର୍ଚ ଦେଇଥିଲେ [୧୩][୧୪]।[୧୫][୧୬]
.[୧୭]
{{cite web}}
: CS1 maint: numeric names: authors list (link)
{{cite news}}
: More than one of |author=
and |last=
specified (help)
{{cite news}}
: More than one of |author=
and |last=
specified (help)CS1 maint: multiple names: authors list (link) CS1 maint: numeric names: authors list (link)
{{cite news}}
: More than one of |author=
and |last=
specified (help)
{{cite web}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)