Monoclonal antibody | |
---|---|
Type | Whole antibody |
Source | Humanized |
Target | interleukin 23A |
Clinical data | |
Pronunciation | RIS an KIZ ue mab |
Trade names | Skyrizi |
Synonyms | BI-655066, ABBV-066, risankizumab-rzaa |
AHFS/Drugs.com | monograph |
MedlinePlus | a619035 |
data |
|
Pregnancy category | |
Routes of administration | Subcutaneous injection |
Legal status | |
Legal status | |
Chemical and physical data | |
Formula | C6476H9992N1720O2016S44 |
Molar mass | ୧,୪୫,୬୧୧.୮୪ g·mol−1 |
ରିସାଙ୍କିଜୁମାବ, ଏକ ବେପାର ନାମ ସ୍କାଇରିଜି, ହେଉଛି ଏକ ଔଷଧ ଯାହା ମଧ୍ୟମରୁ ଗମ୍ଭୀର ଧରଣର ପ୍ଲେକ ସୋରିୟାସିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪]ସାଧାରଣ ପୁଷ୍ଟୁଲାର ସୋରିଆସିସ୍, ଏରିଥ୍ରୋଡର୍ମିକ୍ ସୋରିଆସିସ୍ ଏବଂ ସୋରିଆଟିକ ଗଣ୍ଠି ପ୍ରଦାହ ରୋଗମାନଙ୍କରେ ମଧ୍ୟ ଏହା ବ୍ୟବହାର ହୋଇପାରେ ।[୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ମୁଣ୍ଡବିନ୍ଧା, ଥକାପଣ ଏବଂ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୨] [୬] ଏହା ଯୋଗୁ ଅନ୍ୟ ସଂକ୍ରମଣର ଆଶଙ୍କା ମଧ୍ୟ ବଢ଼ି ଯାଇଥାଏ ।[୬] ଗର୍ଭାବସ୍ଥାରେ ଏହା ଗ୍ରହଣ କଲେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୭] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲ୍ୟୁକିନ୍ ୨୩ ଏ (IL-23A) ସହିତ ସଂଲଗ୍ନ ହୁଏ ଏବଂ ଅବରୋଧ କରେ ।[୨] [୮]
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ରିସାଙ୍କିଜୁମାବ ଅନୁମୋଦିତ ହୋଇଥିଲା ।[୬] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ଏକ ମାତ୍ରା ପିଛା ମୂଲ୍ୟ ପ୍ରାୟ ୧୭,୮୦୦ ଡଲାର ରହିଛି ।[୯] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୩,୩୦୦ପାଉଣ୍ଡ ଥିଲା । [୧୦]
{{cite journal}}
: Unknown parameter |displayauthors=
ignored (|display-authors=
suggested) (help)
{{cite book}}
: CS1 maint: date format (link)