ଛାଞ୍ଚ:ରାଫିନାମାଇଡ ସହ ଦ୍ୱନ୍ଦରେ ପଡ଼ିବେନି
![]() | |
Clinical data | |
---|---|
Trade names | Banzel, Inovelon |
AHFS/Drugs.com | Monograph |
MedlinePlus | a609001 |
License data |
|
Pregnancy </nowiki> </nowiki>category |
|
Routes of </nowiki> </nowiki>administration |
By mouth (tablets) |
Legal status | |
Legal status |
|
Pharmacokinetic data | |
Bioavailability | 85% (under fed conditions); tmax</nowiki> = 4–6 hours |
Protein binding | 34% |
Metabolism | Carboxylesterase-mediated hydrolysis (CYP not involved) |
Metabolites | Inactive |
Elimination half-life</nowiki> | 6–10 hours |
Excretion | Urine (85%) |
Identifiers | |
IUPAC name
| |
Chemical and physical data | |
Formula | C10H8F2N4O |
Molar mass | 238.198 g·mol−1 |
3D model (JSmol) | |
SMILES
| |
InChI
| |
![]() ![]() |
ରୁଫିନାମାଇଡ (ଇଂରାଜୀ ଭାଷାରେ Rufinamide), ଅନ୍ୟମାନଙ୍କ ମଧ୍ୟରେ ବାନଜେଲ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଲେନୋକ୍ସ - ଗାଷ୍ଟାଉଟ୍ ସିଣ୍ଡ୍ରୋମ ଏବଂ ଆଂଶିକ ବାତ ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା ଏବଂ ବାନ୍ତି ହୋଇପାରେ ।[୨] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଇଓସିନୋଫିଲିଆ, ଶାରୀରିକ ଲକ୍ଷଣମାନ, ଆତ୍ମହତ୍ୟା ପ୍ରବଣତା ଏବଂ ଖରାପ ସମନ୍ୱୟ ଓ ଡ୍ରଗ୍ ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଟ୍ରାୟାଜୋଲ (triazole) ବ୍ୟୁତ୍ପନ୍ନ ଯାହା ମସ୍ତିଷ୍କରେ ଥିବା ସୋଡିଅମ ଚ୍ୟାନେଲଗୁଡିକ ସହିତ ସଂଲଗ୍ନ ହୋଇ କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[୨] [୧]
ୟୁରୋପରେ ୨୦୦୭ ମସିହାରେ ଏବଂ ଯୁକ୍ତରାଷ୍ଟ୍ରରେ ୨୦୦୮ରେ ଡାକ୍ତରୀ ଚିକିତ୍ସା ପାଇଁ ରୁଫିନାମାଇଡ ଅନୁମୋଦିତ ହୋଇଥିଲା ।[୨] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ପ୍ରତିଦିନ ୮୦୦ ମିଗ୍ରା ମାତ୍ରାର ମୂଲ୍ୟ ପ୍ରାୟ ୧୦୦ ପାଉଣ୍ଡ ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶି ପାଇଁ ମାସିକ ଖର୍ଚ୍ଚ ପ୍ରାୟ ୪୨୫ ଡଲାର ଅଟେ ।[୪]
{{cite book}}
: CS1 maint: date format (link)