ରୁହି ଚତୁର୍ବେଦୀ |
---|
୨୦୨୧ ମସିହାରେ ରୁହି ଚତୁର୍ବେଦୀ |
ଜନ୍ମ | (1993-04-27) ୨୭ ଅପ୍ରେଲ ୧୯୯୩ (ବୟସ ୩୧)
|
---|
ବୃତ୍ତି | ଅଭିନେତ୍ରୀ |
---|
ସକ୍ରିୟ ବର୍ଷ | ୨୦୧୨–ଏବେଯାଏଁ |
---|
ପ୍ରସିଦ୍ଧି | କୁଣ୍ଡଳୀ ଭାଗ୍ୟ |
---|
ବୈବାହିକ-ସାଥୀ |
ଶିବେନ୍ଦ୍ର ସାଇନିୟୋଲ ( m. ) |
---|
ରୁହି ଚତୁର୍ବେଦୀ (ଜନ୍ମ: ୨୭ ଅପ୍ରେଲ ୧୯୯୩) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ ।[୧] ଏକତା କପୁରଙ୍କଦ୍ୱାରା ନିର୍ମିତ ହିନ୍ଦୀ କଥାଚିତ୍ର କୁଣ୍ଡଳୀ ଭାଗ୍ୟରେ, ଶ୍ରେର୍ଲ୍ୟାନ ଖୁରାନା ମାଲହୋତ୍ରା ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା ।[୨]
ରୁହି ରାଜସ୍ଥାନର ଜୟପୁରରେ ଜନ୍ମଗ୍ରହଣ କରିଥିଲେ ।[୩] ସେ ମୁମ୍ବାଇର ଡିଭାଇନ୍ ଚାଇଲ୍ଡ୍ ସ୍କୁଲ୍ରୁ ସ୍କୁଲ୍ ଶିକ୍ଷା ଶେଷ କରିଥିଲେ । ଏହାପରେ, ଭାବନା କଲେଜରୁ ଇତିହାସ ଅଧ୍ୟୟନ କରିଥିଲେ ।[୪] ୨ ଡିସେମ୍ବର ୨୦୧୯ରେ, ସେ ଶିବେନ୍ଦ୍ର ସାଇନିୟୋଲଙ୍କୁ ବିବାହ କରିଥିଲେ, ଯାହାଙ୍କ ସହିତ ତାଙ୍କର ସମ୍ପର୍କ ଅନେକ ଦିନ ଧରି ଥିଲା ।[୫][୬]
ସେ ମିସ୍ ଇଣ୍ଡିଆ ୱାଲ୍ଡୱାଇଡ୍ ୨୦୧୦ରେ ଫାଇନାଲିଷ୍ଟ ଥିଲେ । ସେ ଲାକ୍ମି ଫ୍ୟାସନ୍ ଉଇକ୍, ଇଣ୍ଡିଆ ଫ୍ୟାସନ୍ ଉଇକ୍, ରକି ଷ୍ଟାର୍, ଜେଜେ ବାଲାୟା, ବିକ୍ରମ ଫର୍ଦିନ୍ସ୍, ଋତୁ କୁମାର ଓ ଋତୁ ବେରିଙ୍କ ପାଇଁ ମଡେଲିଂ କରିଛନ୍ତି ।[୭] ୨୦୧୨ ମସିହାରେ, ସେ ସଙ୍ଗୀତ ଭିତ୍ତିକ କଥାଚିତ୍ର ଆଲାପରେ କାମ କରିଥିଲେ ।[୮]
୨୦୧୭ ମସିହାରେ, ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ କୁଣ୍ଡଳୀ ଭାଗ୍ୟରେ ଅଭିନୟ କରିଥିଲେ, ଯେଉଁଥିରେ ସେ ଖଳନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି ଧରାବାହିକରେ ତାଙ୍କ ଅଭିନୟ ପାଇଁ, ସେ ଲୋକପ୍ରିୟତା ପାଇଥିଲେ ।[୯][୧୦] ମାର୍ଚ୍ଚ ୨୦୨୩ରେ, ସେ ଏହି ଧାରାବାହିକ ଛାଡ଼ି ଦେଇଥିଲେ, କିନ୍ତୁ ୨୦୨୪ ମସିହାରେ ସେ ପୁଣିଥରେ ଏଥିରେ କାମ କରିଥିଲେ ।[୧୧]
୨୦୨୩ ମସିହାରେ, ସେ କଲର୍ସ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଫିଅର୍ ଫ୍ୟାକ୍ଟର୍: ଖତ୍ରୋଁ କେ ଖିଲାଡ଼ି ୧୩ରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ ।[୧୨]
ବର୍ଷ |
କଥାଚିତ୍ର |
ଭୂମିକା
|
ଆଧାର
|
୨୦୧୨ |
ଆଲାପ |
ସୁକ୍ରୀତି
|
[୧୩]
|
୨୦୧୬
|
କଙ୍ଗନା
|
କଙ୍ଗନା
|
[୧୪]
|
ପଗଡ଼ି
|
ନେହା
|
[୧୫]
|
ବର୍ଷ |
ଧାରାବାହିକ |
ଭୂମିକା
|
ମନ୍ତବ୍ୟ
|
ଆଧାର
|
୨୦୧୭–୨୦୨୩; ୨୦୨୪–ଏବେଯାଏଁ |
କୁଣ୍ଡଳୀ ଭାଗ୍ୟ |
ଶ୍ରେର୍ଲ୍ୟାନ ଖୁରାନା ମାଲହୋତ୍ରା
|
|
[୧୬][୧୧]
|
୨୦୧୮; ୨୦୧୯
|
କୁମ୍କୁମ୍ ଭାଗ୍ୟ
|
ଅତିଥି କଳାକାର
|
|
୨୦୨୩
|
ଫିଅର୍ ଫ୍ୟାକ୍ଟର: ଖତ୍ରୋଁ କେ ଖିଲାଡ଼ି ୧୩
|
ପ୍ରତିଯୋଗୀ
|
୧୪ତମ ସ୍ଥାନ
|
[୧୭]
|
- ↑ "Ruhi Chaturvedi: Movies, Photos, Videos, News, Biography & Birthday". The Times of India. Archived from the original on 29 October 2021. Retrieved 2021-10-29.
- ↑ "Ruhi Chaturvedi on playing Sherlyn Khurrana". M.timesofindia.com. 2019-02-20. Archived from the original on 18 November 2021. Retrieved 2020-02-05.
- ↑ "Ruhi Chaturvedi: 'Rajasthan is my home, and it feels great coming back'". The Times of India (in ଇଂରାଜୀ). 15 May 2019. Archived from the original on 14 March 2023. Retrieved 2021-10-29.
- ↑ "Ruhi Chaturvedi: Biography - Zee5 News". ZEE5 (in ଇଂରାଜୀ). 2020-09-07. Archived from the original on 29 October 2021. Retrieved 2021-10-29.
- ↑ "Ruhi Chaturvedi gets engaged to her best friend Shivendraa". M.timesofindia.com. 2019-08-23. Archived from the original on 14 March 2023. Retrieved 2020-02-05.
- ↑ "Kundali Bhagya's Ruhi Chaturvedi marries boyfriend Shivendraa Saainiyol in Jaipur. See pics and videos". Hindustan Times (in ଇଂରାଜୀ). 2019-12-03. Archived from the original on 1 September 2021. Retrieved 2021-09-01.
- ↑ "Who is Ruhi Chaturvedi?". ZEE5 (in ଇଂରାଜୀ). 2020-09-07. Archived from the original on 29 October 2021. Retrieved 2021-10-29.
- ↑ "Film Aalaap is about music". The Times of India (in ଇଂରାଜୀ). 19 July 2012. Archived from the original on 29 October 2021. Retrieved 2021-10-29.
- ↑ "Ruhi Chaturvedi Birthday: From A Clueless Girl To A Villainous Mastermind, Here's How Sherlyn's Character Has Evolved In Kundali Bhagya - Zee5 News". ZEE5 (in ଇଂରାଜୀ). 2021-04-26. Archived from the original on 29 October 2021. Retrieved 2021-10-29.
- ↑ "Ruhi Chaturvedi reveals she will never regret playing Sherlyn Khurana in Kundali Bhagya". In.com. 2019-07-18. Archived from the original on 2019-07-18. Retrieved 2020-02-05.
- ↑ ୧୧.୦ ୧୧.୧ "Sherlyn aka Ruhi Chaturvedi pens an emotional note on quitting Kundali Bhagya after 5 years". The Times of India (in ଇଂରାଜୀ). 16 March 2023. Archived from the original on 20 March 2023. Retrieved 2023-03-16.
- ↑ "Ruhi Chaturvedi says she has become calmer after KKK 13: I was a very hyper person". India Today (in ଇଂରାଜୀ). Retrieved 2023-10-09.
- ↑ "Aalaap Cast List | Aalaap Movie Star Cast | Release Date | Movie Trailer | Review- Bollywood Hungama". Bollywood Hungama (in ଇଂରାଜୀ). Archived from the original on 29 October 2021. Retrieved 2021-10-29.
- ↑ "Kangana Movie: Showtimes, Review, Trailer, Posters, News & Videos", Times Of India, archived from the original on 29 October 2021, retrieved 2021-10-29
- ↑ "Pagdi Movie: Showtimes, Review, Trailer, Posters, News & Videos", Times Of India, archived from the original on 29 October 2021, retrieved 2021-10-29
- ↑ "Here Are Some Unknown Facts About The Kundali Bhagya Cast - Zee5 News". ZEE5 (in ଇଂରାଜୀ). 2021-05-22. Archived from the original on 29 October 2021. Retrieved 2021-10-29.
- ↑ "Ruhi Chaturvedi preps for Khatron Ke Khiladi 13; learns boxing for the show". Bollywood Hungama (in ଇଂରାଜୀ). 2023-04-29. Retrieved 2023-06-27.