ରୂପାଲି ଭୋସଲେ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୭ – ଏବେଯାଏଁ |
ବୈବାହିକ-ସାଥୀ |
ମିଲିନ୍ଦ ସିନ୍ଧେ
(m. ୨୦୧୨; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।) |
ଜୀବନସାଥୀ | ଅନିକେତ ମାଗାରେ (୨୦୨୦–୨୦୨୧) |
ରୂପାଲି ଭୋସଲେ ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ।[୧] ସେ ମୁଖ୍ୟତଃ ମରାଟୀ ଓ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଷ୍ଟାର୍ ପ୍ରଭାରେ ପ୍ରସାରିତ ଧାରାବାହିକ ଆଇ କୁଠେ କାଏ କାରତେରେ ସଞ୍ଜନା ଭୂମିକା ପାଇଁ ଏବଂ ସୋନି ସବ୍ରେ ପ୍ରସାରିତ ଧାରାବାହିକ ବଡ଼ି ଦୂର୍ ସେ ଆୟେ ହୈରେ ବର୍ଷା ଘୋଟାଲା ଭୂମିକା ପାଇଁ ସେ ଜଣାଶୁଣା । ୨୦୧୯ ମସିହାରେ, ସେ ବିଗ୍ ବସ୍ ମରାଠୀର ୨ୟ ସଂସ୍କରଣରେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ ।[୨][୩]
୧୯୮୩ ମସିହାର ଡିସେମ୍ବର ୨୯ ତାରିଖରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରକାଶ ଭୋସଲେ ।[୪] ସେ ମିଲିନ୍ଦ ସିନ୍ଧେଙ୍କୁ ବିବାହ କରିଥିଲେ ଏବଂ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଅନିକେତ ମାଗାରେଙ୍କ ସହିତ ୨୦୨୦ରୁ ୨୦୨୧ ଯାଏଁ ତାଙ୍କର ସମ୍ପର୍କ ଥିଲା ।[୫]
ମରାଠୀ କାର୍ଯ୍ୟକ୍ରମ ମନ ଉଡ଼ାନ ବାରେଚେ, ଦୋଁ କିନାରେ ଦୋଘି ଅପାନ ଓ କନ୍ୟାଦାନ ଆଦି ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ୨୦୦୭ ମସିହାରେ, ସେ ହିନ୍ଦୀ କଥାଚିତ୍ର ରିସ୍କ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।
ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭାଷା | ଚ୍ୟାନେଲ | ମନ୍ତବ୍ୟ |
---|---|---|---|---|
୨୦୦୬ | ମହାସଂଗ୍ରାମ | ହିନ୍ଦୀ | ଡିଡି ନ୍ୟାସ୍ନାଲ୍ | ଅଭିନୀତ ପ୍ରଥମ କଥାଚିତ୍ର |
୨୦୦୭ | ହ୍ୟା ଗୋଜିର୍ବାନ୍ୟା ଘାରତ | ମରାଠୀ | ଇଟିଭି ମରାଠୀ | |
୨୦୦୮ | ବାହିନିସାହେବ | ଜୀ ମରାଠୀ | ||
ଟି ଟାଇମ୍ | ଡିଡି ସାହ୍ୟାଦ୍ରି | |||
୨୦୦୯ | ଆୟୁଷମାନ ଭବ | ହିନ୍ଦୀ | ଡିଡି ନ୍ୟାସ୍ନାଲ୍ | |
ତୁଝେ ମାଝେ ଜମେନା | ମରାଠୀ | ଡିଡି ସାହ୍ୟାଦ୍ରି | ||
କୁଲ୍ୱଧୁ | ଜୀ ମରାଠୀ | |||
୨୦୦୯-୨୦୧୧ | ମ୍ୟାନ୍ ଉଧାନ୍ ବାର୍ୟାଚେ | ଷ୍ଟାର୍ ପ୍ରଭା | ||
୨୦୧୦ | ଗାନେ ତୁମଚେ ଆମଚେ | ଇଟିଭି ମରାଠୀ | ||
୨୦୧୧-୨୦୧୨ | ଦିଲ୍ୟା ଘରି ତୁ ସୁଖି ରାହା | ଜୀ ମରାଠୀ | ||
୨୦୧୨ | ଡନ୍ କିନାରା ଦୋଘି ଆପାନ | ଷ୍ଟାର୍ ପ୍ରଭା | ||
ଏକା ପେକ୍ଷ ଏକ - ଅପସରା ଆଲି | ଜୀ ମରାଠୀ | Contestant[୬] | ||
୨୦୧୩ | କନ୍ୟାଦାନ | ମି ମରାଠୀ | ||
ଶେଜାରି ଶେଜାରି ପକ୍କେ ଶେଜାରି | ଜୀ ମରାଠୀ | [୭] | ||
୨୦୧୪-୨୦୧୬ | ବଡ଼ି ଦୂର୍ ସେ ଆଯେ ହୈ | ହିନ୍ଦୀ | ସୋନି ସବ୍ | [୮] |
୨୦୧୫ | କସମେ ୱାଦେ | ଡିଡି ନ୍ୟାସ୍ନାଲ୍ | ||
୨୦୧୬ | କୁଳସ୍ୱାମିନୀ | ମରାଠୀ | ଷ୍ଟାର୍ ପ୍ରଭା | |
୨୦୧୮ | ତେନାଲି ରାମା | ହିନ୍ଦୀ | ସୋନି ସବ୍ | [୯] |
୨୦୧୯ | ବିଗ୍ ବସ୍ ମରାଠୀ ୨ | ମରାଠୀ | କଲର୍ସ ମରାଠୀ | ପ୍ରତିଯୋଗୀ[୧୦] |
୨୦୨୧–ଏବେଯାଏଁ | ଆଇ କୁଥେ କାଏ କାର୍ତେ! | ଷ୍ଟାର୍ ପ୍ରଭା | ||
୨୦୨୨ | ଆତା ହୋଉ ଦେ ଢିଙ୍ଗାନା | ପ୍ରତିଯୋଗୀ |
ବର୍ଷ | ସିରିଜ୍ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୮ | ଜିରୋ କିମିସ୍ | ମିନାଲ୍ | ଜୀ୫ | [୧୧] |