ଲାଇଫିଟେଗ୍ରାଷ୍ଟ Pronunciation Xiidra [ ୧] Trade names Xiidra Synonyms SAR-1118 AHFS /Drugs.com monograph MedlinePlus a616039 Pregnancy category
AU : B1
US : N (Not classified yet)
Routes of administration Eye drops Legal status
N -{[2-(1-Benzofuran-6-ylcarbonyl)-5,7-dichloro-1,2,3,4-tetrahydro-6-isoquinolinyl]carbonyl}-3-(methylsulfonyl)-L -phenylalanine
ECHA InfoCard 100.245.695 Formula C 29 H 24 Cl 2 N 2 O 7 S Molar mass ୬୧୫.୪୮ g·mol−1 3D model (JSmol )
CS(=O)(=O)c1cccc(c1)C[C@@H](C(=O)O)NC(=O)c2c(cc3c(c2Cl)CCN(C3)C(=O)c4ccc5ccoc5c4)Cl
InChI=1S/C29H24Cl2N2O7S/c1-41(38,39)20-4-2-3-16(11-20)12-23(29(36)37)32-27(34)25-22(30)13-19-15-33(9-7-21(19)26(25)31)28(35)18-6-5-17-8-10-40-24(17)14-18/h2-6,8,10-11,13-14,23H,7,9,12,15H2,1H3,(H,32,34)(H,36,37)/t23-/m0/s1
Key:JFOZKMSJYSPYLN-QHCPKHFHSA-N
ଲାଇଫିଟେଗ୍ରାଷ୍ଟ (ଇଂରାଜୀ ଭାଷାରେ Lifitegrast ), ସିଇଡ୍ରା ଏହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଶୁଖିଲା ଆଖିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[ ୨] ଏହାର ଉପକାର ଏହାର କ୍ଷତିଠାରୁ ଅଧିକ କି ନାହିଁ, ତାହା ଅସ୍ପଷ୍ଟ ରହିଛି ।[ ୩] [ ୪] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[ ୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ପଷ୍ଟ ଦୃଷ୍ଟି, ନାଲି ଆଖି, ମୁଣ୍ଡବିନ୍ଧା, ସ୍ୱାଦର ପରିବର୍ତ୍ତନ ଏବଂ ଗଲୁ ହୋଇପାରେ ।[ ୨] ଗର୍ଭାବସ୍ଥାରେ ସୁରକ୍ଷା ସ୍ପଷ୍ଟ ନୁହେଁ ।[ ୫] ଏହାଟି କୋଷକୁ ପ୍ରତିରୋଧ କରି ପ୍ରଦାହକୁ ହ୍ରାସ କରେ ।[ ୩]
୨୦୧୬ ମସିହାର ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଲାଇଫାଇଗ୍ରାଷ୍ଟ ଅନୁମୋଦିତ [ ୨] ବ୍ରିଟେନ କିମ୍ବା ୟୁରୋପରେ ଏହା ଅନୁମୋଦିତ ନୁହେଁ ।[ ୩] [ ୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହା ପିଛା ପ୍ରାୟ ୫୮୦ ଡଲାର ଖର୍ଚ୍ଚ ହୁଏ ।[ ୬]
↑ "Patient information: Xiidra® (ZYE-druh) (lifitegrast ophthalmic solution) 5% for topical ophthalmic use" (PDF) . Novartis. June 2020. Archived (PDF) from the original on 2021-02-13. Retrieved 2021-02-05 .
↑ ୨.୦ ୨.୧ ୨.୨ ୨.୩ "Lifitegrast Monograph for Professionals" . Drugs.com (in ଇଂରାଜୀ). Archived from the original on 5 March 2021. Retrieved 22 November 2021 .
↑ ୩.୦ ୩.୧ ୩.୨ "Lifitegrast" . SPS - Specialist Pharmacy Service . 8 February 2016. Archived from the original on 11 December 2021. Retrieved 23 November 2021 .
↑ ୪.୦ ୪.୧ "Xiidra: Withdrawal of the marketing authorisation application" . Archived from the original on 14 November 2021. Retrieved 23 November 2021 .
↑ "Lifitegrast ophthalmic (Xiidra) Use During Pregnancy" . Drugs.com (in ଇଂରାଜୀ). Archived from the original on 28 November 2020. Retrieved 23 November 2021 .
↑ "Lifitegrast Prices, Coupons & Savings Tips - GoodRx" . GoodRx . Archived from the original on 28 October 2016. Retrieved 23 November 2021 .