Combination of | |
---|---|
Thyroxine | Thyroid hormone |
Triiodothyronine | Thyroid hormone |
Clinical data | |
Trade names | Thyrolar |
AHFS/Drugs.com | monograph |
Pregnancy category |
|
Routes of administration | By mouth |
Legal status | |
Legal status |
|
ଲିଓଟ୍ରିକ୍ସ (ଇଂରାଜୀ ଭାଷାରେ Liotrix), ଅନ୍ୟମାନଙ୍କ ମଧ୍ୟରେ ଥାଇରୋଲାର ଏହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଏହା ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ବା କମ୍ ଥାଇରଏଡ ଥିବା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯଦିଓ ଲିଭୋଥାଇରକ୍ସିନ ଅପେକ୍ଷା କମ୍ ପସନ୍ଦ କରାଯାଏ ।[୧] ଅନ୍ୟାନ୍ୟ ବ୍ୟବହାରରେ ଗଏଟର ସହିତ ଥାଇରଏଡ କାର୍ଯ୍ୟ ସାଧାରଣ ଥିଲେ ଏବଂ ଥାଇରଏଡ କର୍କଟ ଥିଲେ ଏହା ବ୍ୟବହାର କରାଯାଇପାରେ । ଏହା ପାଟିରେ ଦିଆଯାଏ ।
ଏହା ଲେଭୋଥାଇରକ୍ସିନ (ଟି୪) ଏବଂ ଟ୍ରାଇଆଓଡୋଥାଇରୋନାଇନ (ଟି୩ ) ଦ୍ୱୟର ଏକ ୪:୧ ମିଶ୍ରଣ ।