Clinical data | |
---|---|
Pronunciation | /luːməˈtɛpərɑːn/ loo-MƏ-TE-PƏ-ron Caplyta kəp-LY-tə |
Trade names | Caplyta |
Synonyms | Lumateperone tosylate, ITI-007; ITI-722 |
AHFS/Drugs.com | monograph |
MedlinePlus | a620014 |
data |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 4.4%[୧] |
Protein binding | 97.4%[୧] |
Metabolism | Multiple UGTs, CYP450s, and AKR enzymes[୧] |
Excretion | <1% excreted unchanged in urine[୧] |
Identifiers | |
| |
Chemical and physical data | |
Formula | C24H28FN3O |
Molar mass | ୩୯୩.୫୧ g·mol−1 |
3D model (JSmol) | |
|
ଲୁମାଟେପେରୋନ, ଏକ ବିକ୍ରୟ ନାମ କ୍ୟାପଲିଟା, ଏକ ଔଷଧ ଯାହା ସିଜୋଫ୍ରେନିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ ଏବଂ ଶୁଖିଲା ପାଟି ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନ୍ୟୁରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଟାର୍ଡିଭ ଡିସକାଇନେସିଆ, ମଧୁମେହ, ଓଜନ ବୃଦ୍ଧି, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ବାତ ଓ ସମନ୍ୱୟ ଅଭାବ ହୋଇପାରେ । [୧] ଡିମେନ୍ସିଆ ରୋଗୀଙ୍କ କ୍ଷେତ୍ରରେ ଏହା ମୃତ୍ୟୁ ଆଶଙ୍କା ବଢ଼େଇଥାଏ ।[୧] ଏହା ଏକ ଆଟିପିକାଲ୍ ଆଣ୍ଟିସାଇକୋଟିକ ଶ୍ରେଣୀର ଔଷଧ ।[୧]
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ଲୁମାଟେପେରୋନ ଔଷଧ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହି ଔଷଧ ବାବଦ ପ୍ରାୟ ୧୪୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୩]