![]() | |
Clinical data | |
---|---|
Trade names | Prevymis |
Synonyms | AIC246; MK-8228 |
AHFS/Drugs.com | monograph |
MedlinePlus | a618006 |
data |
|
Pregnancy category | |
Routes of administration | By mouth, intravenous |
Legal status | |
Legal status | |
Pharmacokinetic data | |
Bioavailability | 37% (estimate) |
Protein binding | 98.2% |
Metabolism | glucuronidation (UGT1A1/1A3) to a minor extent |
Elimination half-life | 12 hours |
Excretion | 93.3% via faeces, <2% via kidneys |
Identifiers | |
| |
ECHA InfoCard | 100.232.644 |
Chemical and physical data | |
Formula | C29H28F4N4O4 |
Molar mass | ୫୭୨.୫୬ g·mol−1 |
3D model (JSmol) | |
| |
|
ଲେଟରମୋଭିର (ଇଂରାଜୀ ଭାଷାରେ Letermovir), Prevymis ଏହାର ବେପାର ନାମ, ହେଉଛି ଏକ ଭୂତାଣୁରୋଧୀ ଔଷଧ ଯାହା ଆଲୋଜେନିକ ଷ୍ଟେମ୍ ସେଲ୍ ପ୍ରତିରୋପଣ ପରେ ସାଇଟୋମେଗାଲୋଭୂତାଣୁର (CMV) ପୁନଃ ସକ୍ରିୟତାକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୧] ଯେଉଁମାନେ ସିଏମଭି (CMV) ପାଇଁ ସେରୋଯୁକ୍ତାତ୍ମକ ଥାଆନ୍ତି ସେମାନଙ୍କ ପାଇଁ ଏହା ବ୍ୟବହୃତ ହୁଏ ।[୧] ଏହାକୁ ପାଟିରେ ଦିଆଯାଏ କିମ୍ବା ଇଞ୍ଜେକସନ ଆକାରରେ ଶିରାରେ ଦିଆଯାଇପାରେ | [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା ଏବଂ ବାନ୍ତି ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, କାଶ, ମୁଣ୍ଡବିନ୍ଧା ଏବଂ ଥକାପଣ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଏହା ଏକ ସାଇଟୋମେଗାଲୋଭୂତାଣୁ ଡିଏନଏ ଟର୍ମିନେଜର ଜଟିଳ ପ୍ରତିବନ୍ଧକ ।[୧]
୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୮ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲେଟରମୋଭିର ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ବ୍ୟବହାର ପାଇଁ ପ୍ରାୟ ୭୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୬୨୦୦ ଡଲାର ଅଟେ | [୪]