ଲେଭୋବୁନୋଲୋଲ

ଲେଭୋବୁନୋଲୋଲ
Clinical data
Trade namesAKBeta, Betagan, Vistagan, others
SynonymsLevobunolol hydrochloride
AHFS/Drugs.commonograph
MedlinePlusa686011
Pregnancy
category
  • C
Routes of
administration
Topical (eye drops)
Legal status
Legal status
Pharmacokinetic data
Bioavailability7.5% (rabbit eye)
Metabolitesdihydrolevobunolol (equally active)
Onset of action≤ 1 hour
Elimination half-life6 hours
Duration of actionUp to 16 hours
Excretionmostly renal
Identifiers
  • (S)-5-{[3-(tert-Butylamino)-2-hydroxypropyl]oxy}-3,4-dihydronaphthalen-1(2H)-one
Chemical and physical data
FormulaC17H25NO3
Molar mass୨୯୧.୩୯ g·mol−1
3D model (JSmol)
Melting point209 to 211 °C (408 to 412 °F) (hydrochloride)
Solubility in watersoluble mg/mL (20 °C)
  • O=C2c1cccc(OC[C@@H](O)CNC(C)(C)C)c1CCC2
  • InChI=1S/C17H25NO3/c1-17(2,3)18-10-12(19)11-21-16-9-5-6-13-14(16)7-4-8-15(13)20/h5-6,9,12,18-19H,4,7-8,10-11H2,1-3H3/t12-/m0/s1 checkY
  • Key:IXHBTMCLRNMKHZ-LBPRGKRZSA-N checkY
  (verify)

ଲେଭୋବୁନୋଲୋଲ, (ଇଂରାଜୀ ଭାଷାରେLevobunolol), ଅନ୍ୟମାନଙ୍କ ମଧ୍ୟରେ ବେଟାଗାନ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଇଣ୍ଟ୍ରାଓକୁଲାର ଚାପ ଏବଂ ଓପନ ଆଙ୍ଗଲ ଗ୍ଲକୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[] ଏହା ଚାପକୁ ପ୍ରାୟ ୨୫ରୁ ୪୦% ହ୍ରାସ କରିଥାଏ ।| []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିର ରଙ୍ଗ ଲାଲ ଆଖି ଫୋଡ଼ିହେଲା ଭଳି ଲାଗେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଜୀବାଣୁ କେରାଟାଇଟିସ ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[] ଏହା ଏକ ଅଣ-ଚୟନକାରୀ ବିଟା ବ୍ଲକର[]

୧୯୮୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ଲେଭୋବୁନୋଲୋଲ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଜ୍ୟରେ ଏହାର ୩୦ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ୫ ମିଲି ଔଷଧର ମୂଲ୍ୟ ପ୍ରାୟ ୧୨ ଡଲାର ଅଟେ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Levobunolol Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 21 November 2021.
  2. BNF 81: March-September 2021. BMJ Group and the Pharmaceutical Press. 2021. p. 1225. ISBN 978-0857114105.
  3. "Levobunolol Prices, Coupons & Savings Tips - GoodRx". GoodRx. Archived from the original on 14 October 2016. Retrieved 21 November 2021.