Clinical data | |
---|---|
Trade names | Dayvigo |
Synonyms | E-2006 |
AHFS/Drugs.com | monograph |
data |
|
Pregnancy category | |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Protein binding | 94%[୨] |
Metabolism | Liver (major: CYP3A4, minor: CYP3A5)[୨] |
Metabolites | M10[୨] |
Elimination half-life | 17–19 hours[୨] |
Excretion | Feces: 57.4%[୨] Urine: 29.1%[୨] |
Identifiers | |
| |
Chemical and physical data | |
Formula | C22H20F2N4O2 |
Molar mass | ୪୧୦.୪୨ g·mol−1 |
3D model (JSmol) | |
| |
|
ଲେମ୍ବୋରେକ୍ସାଣ୍ଟ, ଏକ ବେପାର ନାମ ଡେମ୍ବିଗୋ, ଏକ ଔଷଧ ଯାହା ନିଦ୍ରାହୀନତା ଯୋଗୁ ହେଉଥିବା ଅସୁବିଧା ପାଇଁ ବ୍ୟବହୃତ ହୁଏ ।[୨] ନିଦ ନ ହେବା ପାଇଁ ଓ ନିଦ ଆସିଯିବା ପାଇଁ ବ୍ୟବହୃତ ହୋଇପାରେ ।[୨] ଏହା ପାଟିରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ ହୋଇଯାଏ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସମନ୍ୱୟ ଅଭାବ, ପକ୍ଷାଘାତ, ନିଦ୍ରା ଅବସ୍ଥାରେ ଚାଲିବା, ଅପବ୍ୟବହାର ଏବଂ ଆତ୍ମହତ୍ୟା ପ୍ରବଣ ହୋଇପାରେ ।[୨] [୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୪] ଏହା ଏକ ଓରେକ୍ସିନ ରିସେପ୍ଟର ବ୍ଲକର ଅଟେ ।[୨]
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଲେମ୍ବୋରେକ୍ସାଣ୍ଟ ଅନୁମୋଦିତ ହୋଇଥିଲା । [୨] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୧ ସୁଦ୍ଧା ମାସକୁ ଖର୍ଚ୍ଚ ପ୍ରାୟ ୩୨୦ ଡଲାର ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚୀତ ଚତୁର୍ଥ ନିୟନ୍ତ୍ରିତ ପଦାର୍ଥ ।[୩]