ଶାଗୁଫ୍ତା ଅଲ୍ଲୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତୟ କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି । ସେ ପୁନର୍ ବିବାହ, ଏକ୍ ବୀର୍ କି ଅରଦାସ... ବୀରା, ଶଶୁରାଲ୍ ସୀମର୍ କା ଏବଂ ସାଥ୍ ନିଭାନା ସାଥିୟା ଆଦି ଧାରାବାହିକରେ ଅଭିନୟ ପାଇଁ ଜଣାଶୁଣା ।[୧][୨] ୨୦୧୮ ମସିହାରେ, ସେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ବେପନାଃରେ ଅଭିନୟ କରିଥିଲେ ।[୩] ଜଣାଶୁଣା ଅଭିନେତା ରଜନୀକାନ୍ତଙ୍କ ସହ ଏକ ତାମିଲ କଥାଚିତ୍ରେ ସେ ଏକ ଆଇଟମ୍ ଗୀତରେ ନୃତ୍ୟ କରିଛନ୍ତି ।[୪]
- ୧୯୮୯: ଦର୍ଦ
- ୧୯୯୦: ଅଗର୍ ଐସା ହୋତା ତୋ
- ୧୯୯୩-୧୯୯୮: କାନୁନ୍
- ୧୯୯୩-୧୯୯୮: ପରମ୍ପରା
- ୧୯୯୩: ଜୁନୁନ୍
- ୧୯୯୫: ଜି ହରର ଶୋ
- ୧୯୯୮-୯୯: ସାଁସ୍
- ୨୦୦୧-୦୫ ଦିଶାୟେଁ
- ୨୦୦୨-୦୫ ସଞ୍ଜୀବନୀ: ଏ ମେଡିକାଲ୍ ବୁନ୍
- ୨୦୦୪: ଇସେ କେହେତେ ହୈ ଗୋଲ୍ମାଲ୍ ଘର୍
- ୨୦୦୫-୨୦୧୦: ୱୋ ରେହନେ ୱାଲି ମେହେଲୋଁ କି
- ୨୦୦୬-୦୮ <i id="mwSA">ଜାରା</i>
- ୨୦୧୦: ଶଶୁରାଲ୍ ଗେନ୍ଦା ଫୁଲ୍
- ୨୦୧୧: ଶଶୁରାଲ୍ ସିମର କା
- ୨୦୧୨-୨୦୧୩: ପୁନର୍ ବିବାହ
- ୨୦୧୨: ମାଧୁବାଲା - ଏକ ଇଶ୍କ୍ ଏକ୍ ଜୁନୁନ୍
- ୨୦୧୩-୨୦୧୫: ଏକ ବୀର୍ କି ଅରଦାସ... ବୀରା
- ୨୦୧୩: ଅଦାଲତ
- ୨୦୧୬-୨୦୧୭: ସାଥ୍ ନିଭାନା ସାଥିଆ
- ୨୦୧୮: ବେପାନାଃ
- କାନୁନ୍ ଅପ୍ନା ଆପ୍ନା (୧୯୮୯)
- ଇନ୍ଦ୍ରଜିତ୍ (୧୯୯୧) |
- ଜିରାଫ୍ଟ [୫] (୧୯୯୨)
- କିସମେ କିତ୍ନା ହୈ ଦମ୍ (୧୯୯୨)
- ଗରଦିସ୍ (୧୯୯୩)
- ଗଙ୍ଗା ଜାମୁନା କି ଲଲ୍କାର (୧୯୯୧)
- ଅଜୋବା (୧୯୯୧)
- ଆଇ ଲଭ୍ ଇଣ୍ଡିଆ (୧୯୯୩)
- ଉଜାଇପାଲି (୧୯୯୩)
- ହିରୋ ନମ୍ବର ୱାନ୍ (୧୯୯୭)
- ମେହେନ୍ଦୀ (୧୯୯୮)
- ସିର୍ଫ୍ ତୁମ୍ (୧୯୯୯) |
- ଇଣ୍ଟରନ୍ୟାସନାଲ୍ ଖିଲାଡ଼ି (୧୯୯୯) |
- ଗ୍ୟାଙ୍ଗ୍ (୨୦୦୦)
- ଇସି ଲାଇଫ୍ ମେଁ (୨୦୧୦)
- ମାଇଁ ଫାଦର୍ ଗଡ୍ଫାଦର୍ (୨୦୧୪)
- ଲୈଲା ମଜନୁ (୨୦୧୮)