ଶେଓଗଞ୍ଜ | |
---|---|
town | |
ଦେଶ | ![]() |
ରାଜ୍ୟ | Rajasthan |
ଜିଲ୍ଲା | Sirohi |
Elevation | 260 m (850 ft) |
Population (2001) | |
• Total | ୨୪,୭୮୫ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | RJ 24 (Sirohi) RJ 38 (Abu Road) |
ଶେଓଗଞ୍ଜ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ସିରୋହି ଜିଲ୍ଲାରେ ଅବସ୍ଥିତ ।
ଶେଓଗଞ୍ଜ ୨୫.୧୫୦୦ ଉତ୍ତର ଅକ୍ଷାଂଶ ଓ ୭୩.୦୬୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୫୩ ଫୁଟ ଉଚ୍ଚତାରେ ରହିଛି ।[୧]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶେଓଗଞ୍ଜ ସହରର ମୋଟ ଜନସଂଖ୍ୟା ୨୪୭୮୫ ଅଟେ ।[୨] ସେଥି ମଧ୍ୟରୁ ୫୨.୦୪% ଜଣ ପରୁଷ ହୋଇଥିବା ବେଳେ ୪୭.୯୬% ଜଣ ନାରୀ ଅଟନ୍ତି । ଶେଓଗଞ୍ଜର ସାକ୍ଷରତା ହାର ୬୬.୫୪% ଅଟେ । ଏହା ଜାତୀୟ ହାରଠାରୁ ୧.୭୦% ପ୍ରତିଶତ କମ ଅଟେ । ସେଥିରୁ ୩୯.୮୭% ପ୍ରତିଶତ ପୁରୁଷ ଓ ୨୬.୬୭% ନାରୀ ଅଟନ୍ତି । ୧୫.୭୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ହିନ୍ଦୀ ଶେଓଗଞ୍ଜର ସରକାରୀ ଭାଷା ଅଟେ ।