ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Srinivasaraghavan Venkataraghavan | |||||||||||||||||||||||||||||||||||||||||||||||||||||||||||||||||
ଡାକ ନାମ | Venkat | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-hand | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm off break | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | Bowler, umpire | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 110) | 27 February 1965 v New Zealand | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 24 September 1983 v Pakistan | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 9) | 13 July 1974 v England | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 7 April 1983 v West Indies | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
1970–1985 | Tamil Nadu | |||||||||||||||||||||||||||||||||||||||||||||||||||||||||||||||||
1973–1975 | Derbyshire | |||||||||||||||||||||||||||||||||||||||||||||||||||||||||||||||||
1963–1970 | Madras | |||||||||||||||||||||||||||||||||||||||||||||||||||||||||||||||||
ଅମ୍ପାୟାରିଂ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
ଟେଷ୍ଟ ଅମ୍ପାୟାରିଂ | 73 (1993–2004) | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଅମ୍ପାୟାରିଂ | 52 (1993–2003) | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମଶ୍ରେଣୀ ଅମ୍ପାୟାରିଂ | 79 (1990–2004) | |||||||||||||||||||||||||||||||||||||||||||||||||||||||||||||||||
ଲିଷ୍ଟ ଏ ଅମ୍ପାୟାରିଂ | 56 (1990–2003) | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricket Archive, 10 March 2014 |
ଶ୍ରୀନିବାସରାଘବନ ଭେଙ୍କଟରଘବନ ( pronunciation (help·info) (ଜନ୍ମ 21 ଏପ୍ରିଲ 1945 , ଅସମର୍ଥିତ ସୂତ୍ରରୁ [୧]ଜଣେ ଭାରତୀୟ କ୍ରିକେଟ ଖେଳାଳି। ସେ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳିଥିଲେ ଓ ପରେ ICC ପାନେଲରେ ଅନ୍ତର୍ଜାତିକ ଅମପାୟର ଭାବରେ କାର୍ଯ୍ୟ କରିଥିଲେ ,[୨] ସେ ଇଂଲଣ୍ଡର ଡର୍ବିସାୟର କ୍ଲବ ପାଇଁ କ୍ରିକେଟ ଖେଳିଥିଲେ ,[୨]ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ .[୩]
ସ୍ପିନ ବୋଲର ଭାବେ ଭେଙ୍କଟ 1970 ମସିହା ସମୟରେ ଥିବା ପ୍ରସିଦ୍ଧ ଭାରତୀୟ ସ୍ପିନ କୁଆର୍ତେଟ , ଯହିଁରେ ବେଦି , ପ୍ରସନ୍ନା ଓ ଚନ୍ଦ୍ରଶେଖର [୪] ମଧ୍ୟଥିଲେ ,ର ସଦସ୍ୟ ଥିଲେ । ସେ ଜଣେ ବଳିଷ୍ଠ କ୍ଷେତ୍ର ରକ୍ଷକ ଥିବା ସହ ଜଣେ ଭଲ ତଳ ଓଡର ବେତସ ମେନ ଥିଲେ । [୪] ମାତ୍ର 20 ବର୍ଷ ବଯଶରେ ସେ ଟେଷ୍ଟ ଦଳରେ ସ୍ଥାନ ପାଇ ନିଉଜିଲାଣ୍ଡ ଦଳ ବିପକ୍ଷରେ ଦିଲ୍ଲୀ ଟେଷ୍ଟରେ 12ଟି ୱିକେଟ ନେବା ସହ ନିଜକୁ ଜଣେ ଅନ୍ତର୍ଜାତିକ ସ୍ତରର ସ୍ପିନର ହିସାବରେ ପ୍ରତିପାଦନ କରିଥିଲେ । ସେ 1070-71ର ୱେଷ୍ଟ ଇଣ୍ଡିଜ ଓ ଇଂଲଣ୍ଡ ଗସ୍ତ ପାଇଁ ଯାଇଥିବା ଭାରତୀୟ ଦଳର ଉପଧିନାୟକ ଥିଲେ ଓ ଭାରତ ଉଭୟ ସିରିଜ ଜିତି ଥିଲା । ଭେଙ୍କଟ ତ୍ରିନିଦାଦ ଟେଷ୍ଟରେ 5 ୱିକେଟ ନେବା ସହ ଇଂଲଣ୍ଡରେ 3ଟି ଟେଷ୍ଟରେ 13ଟି ୱିକେଟ ନେଇ ଭାରତୀୟ ବିଜଯରେ ମହତ୍ୱପୂର୍ଣ ଯୋଗଦାନ ଦେଇଥିଲେ । ସେ 1975 ଓ 1979 ବିଶ୍ୱ କପରେ ଭ୍ୟାରତୀୟ ଦଳର ଅଧିନାଯକ ଥିଲେ । ଘରେଇ କ୍ରିକେଟରେ ସେ ତାମିଲନାଡୁ ଓ ଦକ୍ଷିଣ ଜୋନ ପାଇଁ ଖେଳୁଥିଲେ । [୪] 1985 ମସିହାରେ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ପରେ ସେ ଜଣେ କ୍ରିକେଟ ପ୍ରଶାସକ ତଥା ଭାରତୀୟ ଦଳର ମେନେଜର ଭାବରେ କାର୍ଯ୍ୟ କରିଥିଲେ ତାଙ୍କୁ 2003 ମସିହାରେ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା । .[୪]
ଅନ୍ତର୍ଜାତିକ ଅମପାୟର ଭାବରେ ଭେଙ୍କଟ ଜଯପୁରରେ 1993ମସିହାରେ ଭାରତ ବନାମ ଇଂଲଣ୍ଡ ମେଚରେ ପ୍ରଥମ ପଦାର୍ପଣ କଲେ ।ସେହି ମାସରେ ସେ ଟେଷ୍ଟ ଅମପାୟରେ ଭାବରେ କଲିକତାରେ ଭରତ ବନାମ ଇଂଲଣ୍ଡ ମେଚ ପରିଚାଳନା କରିଥିଲେ । 1994ରେ ICCଦ୍ୱାରା ଗଠନ କରାଯାଇଥିବା ଅମପାୟର ପ୍ଯାନେଲରେ ସେ ରହିଥିଲେ । 2002 ମସିହାରେ ICC ନୂତନ ଭାବେ ଶ୍ରେଷ୍ଠ 8 ଜଣ ଅମପାୟରଙ୍କୁ ନେଇ ଏଲାଇଟ ପ୍ଯାନେଲ ସୃଷ୍ଟି କରିଥିଲା ଓ ଭେଙ୍କଟ ସେଥିରେ ପୁରଣକାଳୀନ ଭିତ୍ତିରେ ସ୍ଥାନ ପାଇଥିଲେ । ସେ 2004 ମସିହାରେ ନିଜେ ସେଥିରୁ ଅବ୍ୟାହତି ନେଇ ଥିଲେ । ତାଙ୍କୁ ଜଣେ ଶ୍ରେଷ୍ଠ ଅମପାୟର ଭାବରେ ଗଣାଯାଏ ।
ଅମପାୟର ଭାବରେ ସେ 6ଟି ଏଶେସ ଟେଷ୍ଟ ଓ 1996,1999 ଓ 2003 ବିଶ୍ୱ କପ ମେଚ ପରିଚାଳନା କରିଥିଲେ । ସେ 1996 ଓ 1999ରେ ସେମିଫାଇନାଲ ତଥା 1999ରେ ଫାଇନାଲ ମେଚରେ ସେ ରହିଥିଲେ । ସେ ସମୁଦାଯ 73ଟି ଟେଷ୍ଟ ଓ 52ଟି ଏକ ଦିବାସୀୟରେ ଅମପାୟର ରହିଥିଲେ । [୪]
First | Last | Total | |
---|---|---|---|
Tests | India v England at Kolkata, January 1993 | South Africa v West Indies at Centurion, January 2004 | 73 |
ODIs | India v England at Jaipur, January 1993 | Australia v New Zealand at Faridabad, October 2003 | 52 |
ଭେଙ୍କଟ ଜଣେ ଇଂଜିନିଯରିଂ ଗ୍ରାଜୁଏଟ ଥିଲେ .[୫]
Mr Srinivas Venkataraghavan, former India cricketer, 66
{{cite web}}
: Missing or empty |title=
(help) ଆଧାର ଭୁଲ: Invalid <ref>
tag; name "Guindy Alumnus" defined multiple times with different content
{{cite web}}
: Empty citation (help)