ଶୟାଲୀ ଗୋଖଲେ | |
---|---|
ମରାଠୀ: सायली गोखले | |
ଜନ୍ମ | ୧ ଫେବୃଆରୀ ୧୯୮୭ |
ଜାତୀୟତା | Indian |
ପ୍ରସିଦ୍ଧି | Badminton |
ଶୟାଲୀ ଗୋଖଲେ (ମରାଠୀ: सायली गोखले) (ଜନ୍ମ ଫେବୃଆରୀ ୧ , ୧୯୮୭ ) ଜଣେ ଭାରତୀୟ ମହିଳା ବେଡମିଣ୍ଟନ ଖେଳାଳି ।
ଶୟାଲୀ ତାଙ୍କର ପ୍ରଥମ ଜାତୀୟ ଚମ୍ପିୟାନଶୀପ ୨୦୦୮ ମସିହାରେ ଜିତିଥିଲେ । ସେ ମହିଳା ସିଙ୍ଗଳ ବିଭାଗରେ ପ୍ରତିଯୋଗିତା କରି ବିଜୟିନୀ ହେଇଥିଲେ । ପୁନର୍ବାର ୪ ବର୍ଷ ପରେ ୨୦୧୨ ମସିହାରେ ସେ ଭାରତର ଜାତୀୟ ବେଡମିଣ୍ଟନ ଚମ୍ପିୟାନଶୀପ ପ୍ରତିଯୋଗିତାରେ ମହିଳା ଏକକ ବିଭାଗରେ ବିଜୟୀନୀ ହେଇଥିଲେ । .[୧] [୨]