କ୍ରିକେଟ ତଥ୍ୟ | |
---|---|
ବ୍ୟାଟିଂ ପ୍ରକାର | ଡାହାଣ-ହାତୀ |
ବୋଲିଂ ପ୍ରକାର | ଡାହାଣ-ହାତୀ |
ଅନ୍ତର୍ଜାତୀୟ ତଥ୍ୟ | |
National side | |
ପ୍ରଥମ ଦିନିକିଆ | ୧୩ ସେପ୍ଟେମ୍ବର ୧୯୯୮ v ପାକିସ୍ଥାନ |
Source: ESPNcricinfo, ୨୭ ଜୁଲାଇ ୨୦୧୨ |
ସଞ୍ଜୟ ରାଉଳ ଭାରତୀୟ କ୍ରିକେଟ ଦଳରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରିଥିବା ଜଣେ ଖେଳାଳି ।[୨] ତାଙ୍କ ବ୍ୟତିତ,ଶିବସୁନ୍ଦର ଦାସ,ଦେବାଶିଷ ମହାନ୍ତି, ପ୍ରଜ୍ଞାନ ଓଝା ମଧ୍ୟ ଭାରତୀୟ କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରିଛନ୍ତି । କ୍ରିକେଟ ଖେଳରୁ ସନ୍ୟାସ ନେବା ପରେ ସଞ୍ଜୟ ବିସିସିଆଇର ମ୍ୟାଚ୍ ରେଫରି ଭାବରେ କାର୍ଯ୍ୟ କରୁଛନ୍ତି ।[୩]
ସଞ୍ଜୟ ରାଉଳ, ପିତା ସୁଶାନ୍ତ କୁମାର ରାଉଳ ଓ ମାତା ରମା ରାଣୀ ରାଉଳଙ୍କଠାରୁ ୬ ଅକ୍ଟୋବର ୧୯୭୬ ଦିନ କଟକରେ ଜନ୍ମଗ୍ରହଣ କରିଥିଲେ ।[୪] ଶିକ୍ଷାଗତ ଯୋଗ୍ଯତା ଅନୁଯାୟି, ସେ ଜଣେ ବାଣିଜ୍ୟ ସ୍ନାତକ ।
ସଞ୍ଜୟ ରାଉଳ, ଭାରତ ତରଫରୁ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୧୯୯୮ରେ ପାକିସ୍ଥାନ ବିରୋଧରେ ଖେଳିଥିଲେ । ଏହି ମ୍ୟାଚରେ ସେ ୮ ରନ କରିଥିଲେ ଓ ଗୋଟିଏ ଉଇକେଟ ଅର୍ଜନ କରିଥିଲେ । ସେ ଓଡ଼ିଶା ରଣଜୀ ଦଳର ଅଧିନାୟକତ୍ୱ କରିଛନ୍ତି । ଓଡ଼ିଶା ବ୍ୟତିତ ସେ ତ୍ରିପୁରା ଦଳ ପାଇଁ ମଧ୍ୟ ରଣଜୀ ଟ୍ରଫି ଖେଳିଛନ୍ତି ।
{{cite web}}
: Check date values in: |accessdate=
(help)
{{cite web}}
: Check date values in: |accessdate=
(help)