![]() ମାର୍ଚ୍ଚ ୨୦୦୯ ମସିହାରେ ମୀର | ||||||||||||||||||||||||||||||||||||||||||||||||||||||||||||||||||
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | ସନା ମିର | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | ଆବୋଟାବାଦ, Khyber Pakhtunkhwa, Pakistan | ୫ ଜାନୁଆରୀ ୧୯୮୬|||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ଡାହାଣ-ହାତ | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | ଡାହାଣ ବାହୁ offspin | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side |
| |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 42) | 28 ଡିସେମ୍ବର 2005 v ଶ୍ରୀଲଙ୍କା | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 4 ନଭେମ୍ବର 2019 v ବଙ୍ଗଳାଦେଶ | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | 5 | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟି୨୦ (cap 10) | 25 ମଇ 2009 v ଆୟର୍ଲ୍ୟାଣ୍ଡ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟି୨୦ | 28 ଅକ୍ଟୋବର 2019 v ବଙ୍ଗଳାଦେଶ | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2009–till date | Zarai Taraqiati Bank Limited Women | |||||||||||||||||||||||||||||||||||||||||||||||||||||||||||||||||
2005–2010 | Pakistan Cricket Board Women Greens | |||||||||||||||||||||||||||||||||||||||||||||||||||||||||||||||||
2008–2009 | South Zone (Pakistan) Women | |||||||||||||||||||||||||||||||||||||||||||||||||||||||||||||||||
2005–2008 | Karachi | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: ESPNcricinfo, 25 ଏପ୍ରିଲ୍ 2020 | ||||||||||||||||||||||||||||||||||||||||||||||||||||||||||||||||||
Medal record
|
ସନା ମିର (ଜନ୍ମ: ୫ ଜାନୁଆରୀ ୧୯୮୬) ଜଣେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଯିଏ, ODI ଏବଂ T20Iରେ ପାକିସ୍ତାନ ଜାତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ଭାବରେ କାର୍ଯ୍ୟ କରିଥିଲେ ।[୧][୨] ସେ ୨୨୬ଟି ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ । [୩] ସେ ପାକିସ୍ତାନ ପାଇଁ ପ୍ରଥମ ବୋଲର ଅଟନ୍ତି ଯିଏକି WODIରେ ୧୦୦ ୱିକେଟ୍ ନେଇଥିଲେ ।[୪]
ଅକ୍ଟୋବର ୨୦୧୮ ମସିହାରେ ସେ ପ୍ରଥମ ପାକିସ୍ତାନୀ ମହିଳା କ୍ରିକେଟର ହୋଇଥିଲେ ଯାହାକି ICC ODI ବୋଲର ମାନ୍ୟତାରେ 1 ନମ୍ବର ସ୍ଥାନ ଅଧିକାର କରିଥିଲେ । ସେ ଏସିଆନ ଗେମ୍ସ ୨୦୧୦ ଏବଂ ୨୦୧୪ ମସିହାରେ ପାକିସ୍ତାନକୁ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି।[୫] ସେ ୨୦୦୮ ମସିହାରେ ମହିଳା କ୍ରିକେଟ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ପ୍ଲେୟାର ଅଫ ଟୁର୍ଣ୍ଣାମେଣ୍ଟ ଭାବରେ ଘୋଷିତ ହୋଇଥିଲେ ଏବଂ ବର୍ତ୍ତମାନ ICC ପ୍ଲେୟାର ମାନ୍ୟତାରେ ମହିଳା ODI ବୋଲରମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଗତ ୯ ବର୍ଷ ଧରି ଟପ ୨୦ ICC ର଼୍ୟାଙ୍କିଙ୍ଗରେ ରହିଛନ୍ତି । ତାଙ୍କ କ୍ୟାପଟେନ୍ସି ସମୟରେ ପାକିସ୍ତାନର ୮ ଖେଳାଳୀ ଶ୍ରେଷ୍ଠ 20 ICC ମାନ୍ୟତାରେ ପ୍ରବେଶ କରିଛନ୍ତି। [୬]
ଫେବ୍ରୁଆରୀ ୨୦୧୭ ମସିହାରେ , 2017 ମହିଳା କ୍ରିକେଟ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ସେ WODIରେ ୧୦୦ ୱିକେଟ୍ ନେଇଥିବା ପ୍ରଥମ ପାକିସ୍ତାନୀ ମହିଳା ହୋଇଥିଲେ ।[୭] ସେପ୍ଟେମ୍ବର ୨୦୧୭ ମସିହାରେ ମିର ଏହି ପଦରୁ ଇସ୍ତଫା ଦେବା ପରେ ବିସ୍ମା ମାରୋଫଙ୍କୁ ପାକିସ୍ତାନ ମହିଳା ODI ଦଳର ଅଧିନାୟକ କରାଯାଇଥିଲା ।[୮] ଫେବ୍ରୁଆରୀ ୨୦୧୯ ମସିହାରେ ସେ ପାକିସ୍ତାନ ପାଇଁ ପ୍ରଥମ ମହିଳା ହୋଇଥିଲେ ଯେଉଁଥିରେ ୧୦୦ଟି T20 ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ ।[୯] ନଭେମ୍ବର୨୦୧୯ ମସିହାରେ ସେ ଘୋଷଣା କରିଥିଲେ ଯେ ସେ ଆନ୍ତର୍ଜାତିକ କ୍ରିକେଟରୁ ବିରତି ନେବେ ।[୧୦]
୨୫ ଏପ୍ରିଲ ୨୦୨୦ ମସିହାରେ ସେ ଆନ୍ତର୍ଜାତିୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।[୧୧]