ସନୋବର କବୀର | |
---|---|
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ ଗାୟିକା |
ସକ୍ରିୟ ବର୍ଷ | ୧୯୯୯ – ୨୦୦୮ |
ସନୋବର କବୀର ଜଣେ ଭାରତୀୟ ଅଭିନେତା, ଯିଏକି ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ ।[୧] ୧୯୯୯ ମସିହାରେ ମଦର୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବା ପରେ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଆଦିରେ କାମ କରିଥିଲେ । ଜଣେ କଣ୍ଠଶିଳ୍ପୀ ଭାବରେ ସେ ମ୍ୟୁଜିକ୍ ଭିଡିଓ ଓ ଆଲବମ୍ର ନିର୍ମାଣ କରିଥିଲେ ।[୨]
ସନୋବରଙ୍କ ମାଆଙ୍କ ନାମ ସାବିହା ଏବଂ ବାପାଙ୍କ ନାମ ଏନ୍.ଏସ୍ କବୀର ।[୩] ସେ ଅଭିନେତା ରଜା ମୁରାଦଙ୍କ ଭାଣିଜୀ ଏବଂ ଅଭିନେତା ମୁରାଦଙ୍କ ନାତୁଣୀ । ଅଭିନେତ୍ରୀ ସୋନମ ଖାନ୍ ହେଉଛନ୍ତି ତାଙ୍କ ସମ୍ପର୍କୀୟ ଭଉଣୀ ।
୧୯୯୯ ମସିହାରେ ସେ ରେଖାଙ୍କ ଅଭିନୀତ ସାୱନ କୁମାର ତକଙ୍କ କଥାଚିତ୍ର ମଦର୍ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ କିଛି ହିନ୍ଦୀ କଥାଚିତ୍ରରେ ଅଭିନୟ କରିବା ପରେ ଦୂରଦର୍ଶନରେ କାମ କରିଥିଲେ । ତୁମ୍ ବିନ୍ ଜାଉଁ କାହାଁ, ଆର୍ଜୁ ହୈ ତୁ ଏବଂ କରିସ୍ମା[୪] ଭଳି ଧାରାବାହିକରେ ଅଭିନୟ ସେ ଅଭିନୟ କରିଛନ୍ତି । ଏହାପରେ ଜଣେ ଗାୟିକା ଭାବରେ[୫] ସେ ବମ୍ବସେଲ୍ ବେବ୍ ନାମକ ଏକ ରିମିକ୍ସ ମ୍ୟୁଜିକ୍ ଆଲବମ୍ ନିର୍ମାଣ କରିଥିଲେ । ୨୦୧୦ ମସିହାରେ, ସେ ଅଭିନେତା ରାଜୀବ ସିଂହଙ୍କୁ ବିବାହ କରିଥିଲେ ।[୬]
ବର୍ଷ | କଥାଚିତ୍ର | ପ୍ରକାର | ଭୂମିକା | ମନ୍ତବ୍ୟ |
---|---|---|---|---|
୧୯୯୯ | ମଦର୍ | କଥାଚିତ୍ର | ଜିୟା ବ୍ରିଟାନିଆ | ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
୨୦୦୦ | ଇସ୍କ୍ ଇସ୍କ୍ | କ୍ଷୁଦ୍ର ଚଳଚ୍ଚିତ୍ର | ||
କୁଡ଼ି ପଞ୍ଜାବୀ ଲଗ୍ ଦି | ||||
ପଞ୍ଜାବୀ ମୁଣ୍ଡା: ମେଡ୍ଲି | ||||
ଏ ମେରେ ଦିଲ୍-ଏ-ନାଦାନ୍ | ||||
୨୦୦୧ | ଆୟେଗା ଆନେୱାଲା | |||
୨୦୦୨ | କାଲି କାଲି ଆଁଖିୟୋସେ | |||
ତାରା ଅମ୍ବର ତେ | ||||
ବସ୍ତି | କଥାଚିତ୍ର | ମଧୁ | ||
୨୦୦୩ | କୋନ୍ | ନେହା ବୋଷ | ||
୨୦୦୪ | କଜ୍ରା ମୋହବତ୍ ୱାଲା | କ୍ଷୁଦ୍ର ଚଳଚ୍ଚିତ୍ର | ||
୨୦୦୫ | ମେରି ବେରି କେ ବେର୍ ମତ୍ ତୋଡ଼ୋ କାଣ୍ଟା ଚୁଭ୍ ଜାଏଗା | [୭] | ||
ଜିୟା ହୋ ଜିୟା | ||||
ହସ୍ତା ହୁଆ ନୁରାନି ଚେହେରା | ||||
ୟାର୍ ଦିଲ୍ଦାର୍ | ||||
ତୁ କ୍ୟା ଜାନେ | ||||
ଉନ୍ସେ ମିଲି ନଜର୍ | ||||
୨୦୦୬ | ଦିଲ୍ ନେହିଁ ଲଗ୍ଦା | |||
୨୦୦୮ | ମେହବୁବା | କଥାଚିତ୍ର | ନର୍ତ୍ତକୀ |
ବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ |
---|---|---|---|
୨୦୦୩ | କଭି କଭି | ମୋଭା | |
୨୦୦୩–୦୪ | କରିସ୍ମା: ଦି ମିରାକିଲ୍ସ ଅଫ୍ ଡେସ୍ଟିନି | ରିୟା | |
୨୦୦୩ | ଆର୍ଜୁ ହୈ ତୁ | ||
ତୁମ୍ ବିନ୍ ଜାଉଁ କାହାଁ |
ବର୍ଷ | ଆଲବମ୍ | ଗୀତ | ଗାୟକ |
---|---|---|---|
୨୦୦୩ | ଦି ରିଟର୍ଣ୍ଣ ଅଫ୍ କାନ୍ତା (ମିକ୍ସ) | ମେରୀ ବେରୀ କେ ବେର୍ | ସନୋବର |
୨୦୦୫ | ବମ୍ବେସେଲ୍ ବେବ୍ସ୍ | କାନ୍ ମେଁ ଝୁମ୍କା | |
ଡିଜେ ହଟ୍ ରିମିକ୍ସ ଭଲ୍ୟୁମ୍ ୪ | ସୋନୁ ନିଗମ ଏବଂ କଳ୍ପନା | ||
୨୦୦୬ | ସନୋବର ଆଣ୍ଡ ଦି ମସ୍ତି ଏକ୍ସପ୍ରେସ୍ | ସୋଣିୟେ ଦିଲ୍ ନେହିଁ ଲଗ୍ଦା ତେରେ ବିନା | ସନୋବର |
{{cite news}}
: CS1 maint: unrecognized language (link)
{{cite news}}
: CS1 maint: unrecognized language (link)
{{cite news}}
: CS1 maint: unrecognized language (link)