ସରାଇପାଲି | |
---|---|
city | |
Nickname: SPL | |
Country | ![]() |
State | Chhattisgarh |
District | Mahasamund |
Government | |
• Type | Nagar Palika |
• Body | Nagar Palika Parishad Saraipali |
Population (2011) | |
• Total | ୨୦,୧୧୮ |
Languages | |
Time zone | UTC+5:30 (IST) |
493558 | 493558 |
ଯାନବାହାନ ପଞ୍ଚୀକରଣ | CG |
ସରାଇପାଳି , ଭାରତୀୟ ରାଜ୍ୟ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ଏକ ସହର । ଏଠାରୁ ମଧ୍ୟ ପ୍ରଦେଶ ରାଜ୍ୟର ପ୍ରଥମ ମୁଖ୍ୟ ମନ୍ତ୍ରୀ ସ୍ୱର୍ଗତ ରବୀଶଙ୍କର ଶୁକ୍ଲା ନିର୍ବାଚିତ ହେଇଥିଲେ ।
ସରାଇପାଳିର ଭୌଗୋଳିକ ଅବସ୍ଥିତି 21.33°N 83.0°Eଠାରେ । ଏହା ଓଡ଼ିଶା ରାଜ୍ୟ ଓ ଛତିଶଗଡ଼ ରାଜ୍ୟର ସୀମା ଅଞ୍ଚଳରେ ଅବସ୍ଥିତ । ଏହି ସହର ରାଜ୍ୟ ରାଜଧାନୀ ରାୟପୁରଠାରୁ 157 କିଲୋମିଟର ଦୂରରେ ଅବସ୍ଥିତ । ଓଡ଼ିଶାର ପଦ୍ମପୁର ଓ ବରଗଡ ସହରଠାରୁ ଏହାର ଦୂରତା ଯଥାକ୍ରମେ ମାତ୍ର 37 କିଲୋମିଟର ଓ 66 କିଲୋମିଟର । 2011 ଜନଗଣନା ଅନୁସାରେ ଏହା ଛତିଶଗଡ଼ ରାଜ୍ୟର ସର୍ବାଧିକ ବୃଦ୍ଧି ଲାଭ କରୁଥିବା ସହର ମଧ୍ୟରୁ ଏକତମ । ଏଠାରେ ରେଳ ପଥ ବା ବିମାନ ବନ୍ଦର ନାହି , କିନ୍ତୁ ରାସ୍ତାଦ୍ୱାରା ଏହା ସଂଯୁକ୍ତ ।
The present President of Municipality is Smt. Saraswati Chandrakumar Patel (BJP) and MLA of Saraipali is Shree Ramlal Chauhan (BJP). 1st Mla- Pt.Ravishankar Shukla 1st president of municipal co.-Lt.Virendra Singh 1st Female president of municipal co.-Smt Shani Amar Bagga
ଏହା ବ୍ଯତୀତ ଏଠାରେ ଚର୍ଚ , ମସଜିଦ .ଓ ଗୁରୁଦ୍ୱାରା ମାନ ରହିଛି ।
2011 ଜନଗଣନା ଅନୁସାରେ ସରାଇପାଳିର ଜନସଂଖ୍ୟା 20,118 ଥିଲା ।[୧] ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52 % ଥିଲା ବେଳେ ମହିଳା ସଙ୍ଖ୍ୟା 48 % ଥିଲା । ସରାଇପାଳିର ସାକ୍ଷ୍ୟରତା ହାର 69 % ଥିଲା । 6 ବର୍ଷରୁ କମ ସଂଖ୍ୟା 14 % ଥିଲା ।