ସାଧ ବେଲୋ (Sindhi: ساڌ ٻلو), ସିନ୍ଧୁ ନଦୀର ସୁକୁର ନିକଟରେ ଥିବା ପାକିସ୍ତାନର ଏକ ଦ୍ୱିପାଞ୍ଚଳ ।
ସାଧ ବେଲୋ ମଧ୍ୟ ବାକୁର ଦ୍ୱିପ ତଳକୁ ରହିଥିବା ଏକ ଦ୍ୱିପ । ଏହି ଦ୍ୱିପକୁ ସାଧ ବେଲୋ ଓ ଦିନ ବେଲୋ ନାମକ 2ଟି ପଥ ରହିଛି । 183 ମସିହାର ମେପରେ ଏହା ରହିଥିବା ବେଳେ 1912 ମସିହାରେ ଏହାର ସର୍ଭେ ହେଇଥିଲା ।
ସାଧ ବେଲୋ ଓ ନିକଟବରତି ଅଞ୍ଚଳରେ ସିନ୍ଧି ଜାତିର ଲୋକମାନେ ବସବାସ କରିଥାନ୍ତି । ବେସୀ ସଂଖ୍ୟାରେ ମୁସ୍ଲିମ ଧର୍ମାବଲମ୍ବୀଙ୍କ ସହ ଅନେକ ହିନ୍ଦୁମାନେ ମଧ୍ୟ ସେଠାରେ ରହନ୍ତି ।
1823 ମସିହାରେ ସ୍ୱାମୀ ବଖଣ୍ଡି ମହାରାଜ ଉଦାଶିଙ୍କଦ୍ୱାରା ଏକ ହିନ୍ଦୁ ମନ୍ଦିର ସେଠାରେ ନିର୍ମିତ ହେଇଥିଲା । ତେବେ ଏଠାରେ ସୁନ୍ଦର ରଙ୍ଗରେ ଚିତ୍ରିତ ହେଇଥିବା ଅଉନର୍ନିର୍ମାଣ ଆଧୁନିକ ଯୁଗର । ସିନ୍ଧ ପ୍ରଦେଶ ଓ ଆଖପାଖ ଅଞ୍ଚଳର ହିନ୍ଦୁ ଲୋକଙ୍କ ପାଇଁ ଏହା ଏକ ମହତ୍ୱପୂର୍ଣ ତୀର୍ଥ ଓ ଭାରତରୁ ମଧ୍ୟ ଭକ୍ତମାନେ ସେଟାକୁ ଯାଉଥିଲେ । [୧]