Salem Airport சேலம் விமான நிலையம் Cēlam Vimāṉa Nilaiyam | |||
---|---|---|---|
IATA: SXV – ICAO: VOSM | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Public | ||
Owner | Government of India | ||
ପରିଚାଳକ | Airports Authority of India | ||
ସେବା | Salem District | ||
ଅବସ୍ଥାନ | Salem, India | ||
ଉଚ୍ଚତା (ସମୁଦ୍ର ଠାରୁ) | 1008 ft / 307 m | ||
ଦିଗବାରେଣି | 11°46′55″N 078°03′52″E / 11.78194°N 78.06444°E | ||
Map | |||
Location in Salem | |||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
04/22 | 5,925 | 1,806 | Asphalt |
Source: DAFIF[୧][୨] |
ସାଲେମ ବିମାନ ବନ୍ଦର (IATA: SXV, ICAO: VOSM)IATA: SXV, ICAO: VOSM) ଭାରତୀୟ ରାଜ୍ୟ ତାମିଲନାଡୁର ସାଲେମ ସହରରୁ ଉତ୍ତର ପଶ୍ଚିମରେ ୧୫ କିଲୋମିଟର ଦୁରବର୍ତୀ କମଳାପୁରମ ଅବସ୍ଥିତ । ଏହା ସାଲେମ, ଧର୍ମପୁରୀ ଓ କୃଷ୍ଣଗିରି ଜିଲ୍ଲାକୁ ବିମାନ ସେବା ଯୋଗେଇଥାଏ ।
୧୯୯୩ ମସିହାରେ ସାଲେମ ବିମାନ ବନ୍ଦର ୬ କୋଟି ଟଙ୍କାର ଅଟକଳରେ ମୁଖ୍ଯତଃ ସ୍ଥାନୀୟ ବ୍ୟବସାୟୀ ଓ ଶିଲ୍ପପତି ମାନଙ୍କଦ୍ୱାରା ଦାନ ସୂତ୍ରରେ ପ୍ରଦତ୍ତ ୧୩୬ ଏକର ପରିମିତ ସ୍ଥାନରେ ନିର୍ମିତ ହେଇଥିଲା। ଏହା ଭାରତର ପ୍ରଥମ ବିମାନ ବନ୍ଦର ଯାହା ସାଧାରଣ ଜନତା , ସ୍ଥାନୀୟ ଶିଳ୍ପ ସମୂହଙ୍କ ସହଯୋଗିତା ଭିତ୍ତିରେ ନିର୍ମିତ ହେଇଥିଲା । ପ୍ରଥମେ ବାୟୁଦୂତର ସାନ ବିମାନ ପାଇଁ ହେଇଥିବା ୧,୩୫୦ ମିଟର ରାନୱେକୁ ପରେ ଆହୁରି ୬୦୦ ମିଟର ବୃଦ୍ଧହୀ କରାଯାଇଥିଲା । NSPCଦ୍ୱାରା ଏଠାକୁ ଚେନ୍ନଇରୁ ବିମାନ ସେବା ଆରମ୍ଭ ହେଇଥିଲେ ମଧ୍ୟ ତାହା ଆର୍ଥିକ ଭାବରେ ଲାଭଯୁକ୍ତ ନା ହେବାରୁ ବନ୍ଦ ହେଇଗଲା । [୩] ଏହା ଅନେକ ଦିନ ଉପଯୋଗ ନ ହେଇ ପଡି ରହିବା ପରେ ୨୦୦୬ରେ ଡେକାନ ଏୟାର ( ଯାହା କିଙ୍ଗ ଫିଶର[୪] ସହ ମିଶି ଯାଇଥିଲା )ଦ୍ୱାରା ପୁନର୍ଚାଳିତ ହେଲା । ଏହା ମଧ୍ୟ ୨୦୧୨ରୁ ବନ୍ଦ ହେଇଗଲା । [ଆଧାର ଲୋଡ଼ା]
ପରେ ବହୁ ଉଦ୍ୟମ ପରେ ପୁଣି କିଙ୍ଗ ଫିଶର ଏୟାର ଲାଇନ ୨୦୦୯ରୁ ବିମାନ ଚଳେଇଥିଲେ ମଧ୍ୟ ୨୦୧୧ରେ ଫେର ବନ୍ଦ କରିଦେଲା । [୫]
ଏଠାରେ ଅନୁକୂଳ ବାତାବରଣ ଯୋଗୁଁ ୨ଟି ବିମାନ ଚାଳନା ଟ୍ରେନିଂ ସ୍କୁଲ ଖୋଲିଛି । [୫]
{{cite news}}
: More than one of |accessdate=
and |access-date=
specified (help)
{{cite news}}
: More than one of |accessdate=
and |access-date=
specified (help)
{{cite news}}
: More than one of |accessdate=
and |access-date=
specified (help)