Sahaspur
साहसपुर | |
---|---|
city | |
ଦେଶ | ![]() |
ରାଜ୍ୟ | Uttar Pradesh |
ଜିଲ୍ଲା | Bijnor |
Elevation | 197 m (646 ft) |
Population (2001) | |
• Total | ୨୨,୬୦୪ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
ସାହାସପୁର ଏକ ଭାରତୀୟ ଜନଗଣନା ସହର ଅଟେ । ଏହା ଉତ୍ତର ପ୍ରଦେଶର ମୋରଦବଦ୍ ଜିଲ୍ଲାରେ ଅବସ୍ଥିତ ।
ସାହାସପୁର ୨୯.୧୨୦୭ ଉତ୍ତର ଅକ୍ଷାଂଶ ଓ ୭୮.୬୨୧୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାହାସପୁର ସହରର ମୋଟ ଜନସଂଖ୍ୟା ୧୪୧୯୮ ଅଟେ ।[୨] ସେଥି ମଧ୍ୟରୁ ୫୩.୨୮% ଜଣ ପରୁଷ ହୋଇଥିବା ବେଳେ ୪୬.୭୨% ଜଣ ନାରୀ ଅଟନ୍ତି । ସାହାସପୁରର ସାକ୍ଷରତା ହାର ୩୧.୩୩% ଅଟେ । ଏହା ଜାତୀୟ ହାରଠାରୁ ୩୩.୫୧% ପ୍ରତିଶତ କମ ଅଟେ । ସେଥିରୁ ୨୦.୯୩% ପ୍ରତିଶତ ପୁରୁଷ ଓ ୧୦.୪୦% ନାରୀ ଅଟନ୍ତି । ୨୦.୦୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ହିନ୍ଦୀ ସାହାସପୁରର ସରକାରୀ ଭାଷା ଅଟେ ।