ସିପୋନିମୋଡ , Mayzent ବେପାର ନାମ, ହେଉଛି ଏକ ଔଷଧ ଯାହା ଏକାଧିକ ବା ମଲ୍ଟିପ୍ଲ ସ୍କ୍ଲେରୋସିସ୍ (ଏମଏସ/ MS)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[ ୭] ନିର୍ଦ୍ଦିଷ୍ଟ ଭାବେ ଏହା ଏମଏସର ପୁନରାବର୍ତ୍ତକ ଧରଣର ରୋଗ ବିଶେଷତଃ ପୃଥକୀକୃତ ସିଣ୍ଡ୍ରୋମ, ପୁନରାବର୍ତ୍ତକ ରୋଗ ଏବଂ ସକ୍ରିୟ ପ୍ରଗତିଶୀଳ ରୋଗମାନଙ୍କରେ ବ୍ୟବହୃତ ହୁଏ ।[ ୭] ଏହା ପାଟିରେ ଦିଆଯାଏ ।[ ୭]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା , ଉଚ୍ଚ ରକ୍ତଚାପ ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[ ୭] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ମାକୁଲାର ଇଡିମା, ଅନିୟମିତ ହୃତ୍ ସ୍ପନ୍ଦନ ଏବଂ ପରବର୍ତ୍ତୀ ରିଭର୍ସିବଲ୍ ଏନସେଫାଲୋପାଥି ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[ ୮] କଦଳୀ କିମ୍ବା ସୋୟା ପାଇଁ ଆଲର୍ଜି ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ | [ ୯] ଏହା ସ୍ପିଙ୍ଗୋସିନ୍ -1-ଫସଫେଟ୍ ରିସେପ୍ଟରଗୁଡ଼ିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[ ୯]
୨୦୧୯ ମସିହାରେ ଆମେରିକାରେ ଏବଂ ୨୦୨୦ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସିପୋନିମୋଡ ଅନୁମୋଦିତ ହୋଇଥିଲା ।[ ୯] [ ୮] ଦୈନିକ ୨ ମିଗ୍ରା ମାତ୍ରା ବିଶିଷ୍ଟ ଏକ ମାସର ଔଷଧ ପାଇଁ ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ପ୍ରାୟ ୮୪୦୦ ଡଲାର ଖର୍ଚ୍ଚ ହୁଏ [ ୧୦] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୧୮୦୦ ପାଉଣ୍ଡ ଅଟେ ।[ ୧୧] ଯୁକ୍ତରାଷ୍ଟ୍ରରେ ଏହା କେବଳ ବିଶେଷ ଧରଣର ଦୋକାନର ମାଧ୍ୟମରେ ଉପଲବ୍ଧ । [ ୮]
↑ "Mayzent Australian prescription medicine decision summary" . Therapeutic Goods Administration (TGA) . 13 December 2019. Archived from the original on 5 March 2020. Retrieved 23 August 2020 .
↑ "Siponimod (Mayzent) Use During Pregnancy" . Drugs.com . 15 April 2019. Archived from the original on 29 November 2020. Retrieved 22 January 2020 .
↑ "FDA approves new oral drug to treat multiple sclerosis" . U.S. Food and Drug Administration (FDA) (Press release). 26 March 2019. Archived from the original on 27 November 2019. Retrieved 24 November 2019 . This article incorporates text from this source, which is in the public domain .
↑ "Summary for ARTG Entry:310499 Mayzent siponimod 2 mg film-coated tablet blister pack" (PDF) . Therapeutic Goods Administration (TGA). Retrieved 23 August 2020 .{{cite web }}
: CS1 maint: url-status (link )
↑ "Mayzent EPAR" . European Medicines Agency (EMA) . 12 November 2019. Archived from the original on 27 March 2020. Retrieved 3 May 2020 .
↑ "Mayzent 2 mg film-coated tablets - Summary of Product Characteristics (SmPC)" . (emc) . 24 April 2020. Archived from the original on 2 March 2021. Retrieved 23 August 2020 .
↑ ୭.୦ ୭.୧ ୭.୨ ୭.୩ "Mayzent- siponimod tablet, film coated" . DailyMed . 26 March 2019. Archived from the original on 29 August 2021. Retrieved 22 January 2020 .
↑ ୮.୦ ୮.୧ ୮.୨ "Siponimod Monograph for Professionals" . Drugs.com (in ଇଂରାଜୀ). Archived from the original on 25 February 2021. Retrieved 12 October 2021 .
↑ ୯.୦ ୯.୧ ୯.୨ "Mayzent" . Archived from the original on 27 March 2020. Retrieved 12 October 2021 .
↑ "Mayzent Prices, Coupons & Patient Assistance Programs" . Drugs.com (in ଇଂରାଜୀ). Archived from the original on 26 February 2021. Retrieved 12 October 2021 .
↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 903. ISBN 978-0-85711-369-6 .{{cite book }}
: CS1 maint: date format (link )