ସିମେପ୍ରେଭିର Pronunciation sim-E -pre-vir Trade names ବ୍ୟବସାୟୀକ ନାମ - ଓଲିସିଓ, ସୋଭ୍ରିଆଡ, ଗାଲେକ୍ସୋସ ଓ ଅନ୍ୟାନ୍ୟ । Synonyms TMC435; TMC435350 AHFS /Drugs.com monograph MedlinePlus a614013 Pregnancy category Routes of administration ପାଟିରେ କ୍ୟାପସୁଲ ଆକାରରେ ATC code Legal status
US : Rx-କେବଳ ପ୍ରେସକ୍ରିପନରେ
℞-କେବଳ ପ୍ରେସକ୍ରିପନରେ
Bioavailability ୬୨% (under fed conditions) Protein binding >୯୯.୯% Metabolism ଯକୃତ (CYP3A , CYP2C8 , CYP2C19 )Elimination half-life ୧୦–୧୩ ଘଣ୍ଟା (ଏଚସିଭି-ଅଣସଂକ୍ରମିତ ଲୋକ), ୪୧ ଘଣ୍ଟା (ଏଚସିଭି-ସଂକ୍ରମିତ ଲୋକ) Excretion ମଳ (୯୧%), ପରିସ୍ରା (<୧%)
(2R ,3aR ,10Z ,11aS ,12aR ,14aR )-N -(Cyclopropylsulfonyl)-2-{[2-(4-isopropyl-1,3-thiazol-2-yl)-7-methoxy-8-methyl-4-quinolinyl]oxy}-5-methyl-4,14-dioxo-2,3,3a,4,5,6,7,8,9,11a,12,13,14,14a-tetradecahydrocyclopenta[c ]cyclopropa[g ][1,6]diazacyclotetradecine-12a(1H )-carboxamide
CAS Number PubChem CID IUPHAR/BPS DrugBank ChemSpider UNII KEGG ChEMBL NIAID ChemDB ECHA InfoCard 100.215.933 Formula C 38 H 47 N 5 O 7 S 2 Molar mass 749.94 g/mol 3D model (JSmol )
Cc1c(ccc2c1nc(cc2O[C@@H]3C[C@@H]4[C@@H](C3)C(=O)N(CCCC/C=C\[C@@H]5C[C@]5(NC4=O)C(=O)NS(=O)(=O)C6CC6)C)c7nc(cs7)C(C)C)OC
InChI=1S/C38H47N5O7S2/c1-21(2)30-20-51-35(40-30)29-18-32(26-13-14-31(49-5)22(3)33(26)39-29)50-24-16-27-28(17-24)36(45)43(4)15-9-7-6-8-10-23-19-38(23,41-34(27)44)37(46)42-52(47,48)25-11-12-25/h8,10,13-14,18,20-21,23-25,27-28H,6-7,9,11-12,15-17,19H2,1-5H3,(H,41,44)(H,42,46)/b10-8-/t23-,24-,27-,28-,38-/m1/s1
Key:JTZZSQYMACOLNN-VDWJNHBNSA-N
ସିମେପ୍ରେଭିର (ଇଂରାଜୀ ଭାଷାରେ Simeprevir ), ଏହାର ଏକ ବିକ୍ରୟ ନାମ ଓଲିସିଓ , ଏକ ଔଷଧ ଯାହା ହେପାଟାଇଟିସ ସି ରୋଗର ଚିକିତ୍ସା ନିମନ୍ତେ ଅନ୍ୟ ଔଷଧ ସହିତ ଦିଆଯାଏ । ନିର୍ଦ୍ଦିଷ୍ଟ ଭାବରେ ହେପାଟାଇଟିସ ସି ଜେନୋଟାଇପ ୧ ଓ ୪ ନିମନ୍ତେ ବ୍ୟବହାର କରାଯାଏ । ଏହା ସୋଫୋସବୁଭିର (sofosbuvir ) ବା ରିବିଭିରିନ (ribavirin ) ଓ ପେଜିଣ୍ଟରଫେରନ-ଆଲଫା (peginterferon-alfa ) ସହିତ ଦିଆଯାଏ । [ ୧] ଏହାର ଆରୋଗ୍ୟ ହାର ପ୍ରାୟ ୮୦ରୁ ୯୦% ।[ ୨] [ ୩] [ ୪] ଏଚଆଇଭି/ଏଡସ ରୋଗରେ ମଧ୍ୟ ଏହା ଦିଆଯାଏ । ଦିନକୁ ଥରେ ୧୨ସପ୍ତାହ ପର୍ଯ୍ୟନ୍ତ ପାଟିରେ ଏହା ଦିଆଯାଏ ।[ ୧]
ସାଧାରଣ ପ୍ରତିକ୍ରିୟା ମଧ୍ୟରେ ଥକ୍କା ଲାଗିବା, ମୁଣ୍ଡବଥା , ରାସ, ଗଲୁ ଓ ସୂର୍ଯ୍ୟାଲୋକ ସମ୍ଭେଦନଶୀଳତା ଉତ୍ୟାଦି ଲକ୍ଷଣ ଦେକାଯାଏ । ପୂର୍ବରୁ ହେପାଟାଇଟିସ ବି ଥିଲେ ପୁନରାବୃତ୍ତି ହୋଇପାରେ । ଯକୃତ ସମସ୍ୟା ଥିଲେ ଏହାକୁ ଦେବା ଉଚିତ ନୁହେଁ । [ ୧] ଗର୍ଭାବସ୍ଥାରେ ରିବାଭିରିନ ସହିତ ଦେଲେ ଶିଶୁ ପ୍ରତି ବିପଦ ହୁଏ, ସୋଫୋସବୁଭିର ସହିତ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[ ୧] [ ୫] ସିମେପ୍ରେଭିର ଏକ ଏଚସିଭି ପ୍ରୋଟିଏଜ ଇନହିବିଟର (HCV protease inhibitor ) ।[ ୧]
ମେଡିଭିର ଏବି (Medivir AB ) ଓ ଜାନସେନ ଫର୍ମାସିଉଟିକାଲ (Janssen Pharmaceutica ) ଏହି ସିମେପ୍ରେଭିର ଔଷଧ ପ୍ରସ୍ତୁତ କରିଛନ୍ତି । [ ୬] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୩ରେ ଏହା ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [ ୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [ ୮] ଏହା ଜେନେରିକ ଔଷଧ ନାମରେ ସନ ୨୦୧୫ ସୁଦ୍ଧା ଉପଲବ୍ଧ ହୋଇନାହିଁ । [ ୫] ଇଂଲଣ୍ଡରେ ସନ ୧୦୧୫ରେ ସିମେପ୍ରେଭିର, ରିବିଭିରିନ ଓ ପେଜିଣ୍ଟରଫେରନ-ଆଲଫାର ଗୋଟିଏ କୋର୍ଷର ଖର୍ଚ୍ଚ ପ୍ରାୟ ୨୯,୭୦୦ ପାଉଣ୍ଡ ।[ ୯] ୟୁକ୍ତରାଷ୍ଟ୍ର ଆମେରିକାରେ ସିମାପ୍ରେଭିର ଓ ସୋଫୋସବୁଭି କୋର୍ଷର ଖର୍ଚ୍ଚ ପ୍ରାୟ ୧୭୧,୦୦୦ ଡଲାର ଓ ସେଥିରୁ କେବଳ ସିମେପ୍ରେଭିର ମୂଲ୍ୟ ପ୍ରାୟ ୬୬,୩୬୦ ଆମେରିକୀୟ ଡଲାର ।[ ୧୦]
↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Simeprevir" . The American Society of Health-System Pharmacists. Retrieved Nov 30, 2016 .
↑ "Initial treatment of HCV infection" . www.hcvguidelines.org . October 2016. Retrieved 1 December 2016 .
↑ Majumdar, A; Kitson, MT; Roberts, SK (June 2016). "Systematic review: current concepts and challenges for the direct-acting antiviral era in hepatitis C cirrhosis". Alimentary pharmacology & therapeutics . 43 (12): 1276–92. PMID 27087015 .
↑ Brochot, E; Helle, F; François, C; Castelain, S; Capron, D; Nguyen-Khac, E; Duverlie, G (April 2015). "Which therapeutic option for hepatitis C virus genotype 1?". Scandinavian journal of gastroenterology . 50 (4): 470–8. PMID 25396710 .
↑ ୫.୦ ୫.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition . Jones & Bartlett Learning. p. 80. ISBN 9781284057560 .
↑ Grubbs, Robert H.; O'Leary, Daniel J. (2015). Handbook of Metathesis, Volume 2: Applications in Organic Synthesis (in ଇଂରାଜୀ). John Wiley & Sons. p. 699. ISBN 9783527694020 .
↑ DUGUM, M.; O'SHEA, R. "Hepatitis C virus: Here comes all-oral treatment" . Cleveland Clinic Journal of Medicine . 81 (3): 159–172. doi :10.3949/ccjm.81a.13155 . PMID 24591471 . [permanent dead link ]
↑ "Essential Medicines WHO Model List, 19th edition, April 2015" (PDF) . World Health Organization. 2015.
↑ "Janssen will cover cost of unsuccessful hepatitis C treatment" . PMLive. 16 January 2015. Retrieved 1 December 2016 .
↑ Smith, Michael (28 February 2015). "HCV Drugs Costly but Cure Might Not Be" . MedPageToday . Retrieved 1 December 2016 .