Clinical data | |
---|---|
Pronunciation | soo GAM ma dex |
Trade names | Bridion |
Synonyms | ORG-25969 |
AHFS/Drugs.com | monograph |
data |
|
Pregnancy category |
|
Routes of administration | Intravenous |
Legal status | |
Legal status | |
Pharmacokinetic data | |
Onset of action | 2 to 3 minutes[୪] |
Identifiers | |
ECHA InfoCard | 100.121.931 |
Chemical and physical data | |
Formula | C72H112O48S8 |
Molar mass | ୨,୦୦୨.୧୨ g·mol−1 |
3D model (JSmol) | |
| |
| |
(verify) |
ସୁଗାମ୍ମାଡେକ୍ସ, ଏକ ବେପାର ନାମ ବ୍ରିଣ୍ଡିଓନ, ହେଉଛି ରୋକୁରୋନିୟମ ଏବଂ ଭେକୁରୋନିଅମ ଦ୍ୱୟର ନ୍ୟୁରୋମସ୍କୁଲାର ଅବରୋଧକୁ ଓଲଟାଇବା ପାଇଁ ବ୍ୟବହୃତ ଏକ ଔଷଧ ।[୩] ଏହା ଶିରାରେ ଇଞ୍ଜେକସନ ଆକାରରେ ବ୍ୟବହୃତ ହୁଏ ।[୪] ଏହାର ପ୍ରଭାବ ସାଧାରଣତ ୨ରୁ ୩ ମିନିଟ ମଧ୍ୟରେ ଆରମ୍ଭ ହୁଏ ।[୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ନିଶ୍ଚେତକ ପ୍ରଭାବ ଗତ ହେବା ପରେ ବାୟୁପଥରେ ସମସ୍ୟା, ନିମ୍ନ ରକ୍ତଚାପ ଏବଂ ଅସ୍ୱାଭାବିକ ହୃଦସ୍ପନ୍ଦନ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକସିସ୍, ବାନ୍ତି ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୪] ଏହା ଏକ ଚୟନକାରୀ ଶିଥିଳଦାୟକ ବାଇଣ୍ଡିଂ ଏଜେଣ୍ଟ (SRBA) ଯାହା କିଛି ଔଷଧ ସହିତ ମିଶିଯାଇ ନିଷ୍କ୍ରିୟ କରିଥାଏ ।
୨୦୦୮ ମସିହାରେ ୟୁରୋପରେ ଏବଂ୨୦୧୫ରେ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ସୁଗାମ୍ମାଡେକ୍ସ ଅନୁମୋଦିତ ହୋଇଥିଲା ।[୧][୪] [୫] ଯୁକ୍ତରାଷ୍ଟ୍ରରେ ୨୦୦୦ ମିଗ୍ରା ଏହି ରାଶିର ମୂଲ୍ୟ ପ୍ରାୟ ୧,୨୦୦ ଡଲାର ଅଟେ । [୬]
{{cite book}}
: CS1 maint: date format (link)