ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
ସୁଜାତା ଭଟ୍ଟ, (ଜନ୍ମ ୬ ମେ ୧୯୫୬ )ଜଣେ ଭାରତୀୟ ମହିଳା କବି , ତଥା ଗୁଜୁରାତି ଭାଷାର ଜଣେ ସୁବକ୍ତା ।
ସୁଜାତାଙ୍କ ଜନ୍ମ ଗୁଜରାଟ ରାଜ୍ୟର ଅହମଦାବାଦ ସହରରେ ହେଇଥିଲା ଓ ତାଙ୍କର ବାଲ୍ୟକାଳ ପୁନେ ସହରରେ ଅତିବାହିତ ହେଇଥିଲା । ୧୯୬୮ ମସିହାରେ ସେ ତାଙ୍କ ପରିବାର ସହ କୁଳତାରସ୍ତ୍ର ଆମେରିକାକୁ ଯାଇ ରହିଥିଲେ ଓ ସେଠାରେ ସେ ଇୟବା ବିଶ୍ୱବିଦ୍ୟାଳୟ ( IOWA University)ରୁ MFA ଡିଗ୍ରୀ ହାସଲ କରିଥିଲେ / ସେ କାନାଡା ବିଶ୍ୱବିଦ୍ୟାଳୟରେ ଆବାସିକ ଲେଖିକା ଭାବରେ ନିଯୁକ୍ତି ପାଇ ସେଠାରେ ଅନେକ କବିତା ରଚନା କରିଥିଲେ । ତାଙ୍କର ପ୍ରଥମ କବିତା ସଂଗ୍ରହ କମନୱେଲ୍ଥ କବିତା ପାଇଁ ଥିବା " Alice Hunt Bartiet " ପୁରସ୍କାର ଲାଭ କରିଥିଲା । . ୧୯୯୧ ମସିହାରେ ସେ ଚୋଲୋମଣ୍ଡଲେ ପୁରସ୍କାର ଓ ୨୦୦୦ ମସିହାରେ ଇଟାଲୀୟ ଟ୍ରାଥ କବିତା ପୁରସ୍କାର ପ୍ରାପ୍ତ ହେଇଥିଲେ । . [୧] ସେ ୧୯୯୧ ମସିହାରେ Cholmondeley Award ଓ ୨୦୦୦ ମସିହାରେ ଇଟାଲୀୟ ଟ୍ରେଣ୍ଟ ପୁରସ୍କାର ପାଇଥିଲେ । [୧] ସେ ଜର୍ମାନ ଲେଖକ ମାଇକେଲ ଅଗସ୍ତିନଙ୍କ କ୍ଷୁଦ୍ର ନାଟକ , ମିନି କବିତା ସବୁର ଅନୁବାଦ କରିଥିଲେ । ପେଙ୍ଗୁଇନ ପ୍ରକାଶକଙ୍କ କବିତା ସଂଗ୍ରହ ପୁସ୍ତକ ପାଇଁ ସେ ଅନେକ ଗୁଜୁରାତି କବିତାର ଅନୁବାଦ ମଧ୍ୟ ଦେଇଥିଲେ । ତାଙ୍କର ଲେଖା ସାଧାରଣତଃ ଭାରତୀୟ ଇଂରାଜୀ ( ଇଣ୍ଡିଆନ ଇଙ୍ଗ୍ଲିଶ )ରେ ରହିଥାଏ । ତାଙ୍କର କବିତା ସବୁ ଇଂଲଣ୍ଡ , ଆଇର୍ଲାଣ୍ଡ, ଆମେରିକା ଓ କାନାଡାର ବିଭିନ୍ନ ପ୍ରକାଶନରେ ରହିଥାଏ । ."[୨] ସେ ଇଂଲଣ୍ଡରେ ରେଡିଓ ଭାଷ୍ୟକାର ଭାବରେ କାର୍ଯ୍ୟ କରିଥିଲେ ଓ ୨୦୧୩ ମସିହାରୁ ସୃଜନଶୀଳ ଲେଖା ବିଷୟରେ ନଟିନଘାମ ବିଶ୍ୱବିଦ୍ୟାଳୟରେ ଅତିଥି ପ୍ରଫେସର ଭାବରେ ରହିଛନ୍ତି ।
ବିଖ୍ୟାତ କବି ମାଇକେଲ ସ୍ମିଥଙ୍କ ମତରେ ତାଙ୍କ କବିତା ଖୁବ ସୁନ୍ଦର ଭାବରେ ଗତିଶୀଳ ଓ ବର୍ଣ୍ଣନାତ୍ମକ ହେବା ସହ ସାବଲୀଳତା ମଧ୍ୟ ରଖିଥାଏ । ନିଉ ଷ୍ଟେଟସମେନ ସଂବାଦପତ୍ର ଅନୁସାରେ ସେ ଜୀବିତ ଥିବା କବି ମଧ୍ୟରେ ଅନ୍ଯତମ ଶ୍ରେଷ୍ଠ କବି ।[୩] ତାଙ୍କର କବିତା " A Different History " ଜଗତୀକରଣ ଉପରେ ଆଧାରିତ ଥିଲା ।
ଭଟ୍ଟଙ୍କ ସ୍ୱାମୀ ଜଣେ ଜର୍ମାନ ଲେଖକ ମାଇକେଲ ଅଗସ୍ତିନ ଓ ତାଙ୍କ ଝିଅ ମଧ୍ୟ ତାଙ୍କ ସହ ରହନ୍ତି । .