ସୁମନ ସହାୟ | |
---|---|
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତ |
ଶିକ୍ଷା | ପିଏଚ.ଡି., ୧୯୭୫ |
ଶିକ୍ଷାନୁଷ୍ଠାନ | ଇଣ୍ଡିଆନ ଆଗ୍ରିକଲଚରାଲ ରିସର୍ଚ ଇନଷ୍ଟିଚ୍ୟୁଟ |
ବୃତ୍ତି | ପ୍ରତିଷ୍ଠାତା ପରିଚାଳକ |
ଜିନ କ୍ୟାମ୍ପେନ | |
ପୁରସ୍କାର | ଅର୍ଡ଼ର ଅଫ ଦି ଗୋଲ୍ଡେନ ଆର୍କ, ବର୍ଲଗ ଆୱାର୍ଡ଼, ପଦ୍ମଶ୍ରୀ |
ସୁମନ ସହାୟ ଜଣେ ଭାରତୀୟ କର୍ମୀ ଓ ଜିନ କ୍ୟାମ୍ପେନର ପ୍ରତିଷ୍ଠାତା ।
ସହାୟ ଇଣ୍ଡିଆନ ଆଗ୍ରିକଲଚରାଲ ଇନଷ୍ଟିଚ୍ୟୁଟରୁ[୧] ୧୯୭୫ ମସିହାରେ ପିଏଚ.ଡି. ହାସଲ କରିଥିଲେ । ସେ ତା'ପରେ ଯଥାକ୍ରମେ ଅଲବର୍ଟା ବିଶ୍ୱବିଦ୍ୟାଳୟ, ଓ ଶେଷରେ ଚିକାଗୋ ବିଶ୍ୱବିଦ୍ୟାଳୟରୁ ହାଇଡଲବର୍ଗରେ ମାନବ ଆନୁବଂଶିକୀ ହାବିଲିଏସନ ଲାଭ କରିଥିଲେ ।[୨] ୱେବ ଅଫ ସାଇନ୍ସ ଅନୁସାରେ ସହାୟ ଜେନେଟିକ ଉପାୟରେ ବର୍ଦ୍ଧିତ ଜୀବମାନଙ୍କ ଉପରେ ୪୦ରୁ ଅଧିକ ପ୍ରସଙ୍ଗ ପ୍ରକାଶ କରିଛନ୍ତି ଓ ସେସବ୍ୟ ୧୫୦ରୁ ଅଧିକ ଥର ଆଧାର ଭାବେ ବ୍ୟବହାର ହୋଇସାରିଛି । ତାଙ୍କୁ ଏଥି ନିମନ୍ତେ ୭ ଏଚ-ଇଣ୍ଡେକ୍ସ ମିଳିଛି ।[୩] ସେ ଜିନ କ୍ୟାମ୍ପେନ ଅଣସରକାରୀ ଅନୁଷ୍ଠାନର ପରିଚାଳକ ।[୪][୫][୬]
ଅପ୍ରେଲ୍ ୨୦୧୩ରେ ସହାୟ ତାଙ୍କ ଥେସିସ୍ ଚୋରି କରି ପ୍ରସ୍ତୁତ କରିଥିବା ଜଣା ପଡ଼ିଥିଲା,[୮] ଯାହା ୧୯୮୬ରେ ହେଇଡ଼େଲ୍ବର୍ଗ୍ ବିଶ୍ୱବିଦ୍ୟାଳୟରେ ଜମା କରାଯାଇଥିଲା ।[୯] ଅଧିକନ୍ତୁ ସେ କୌଣସି ପଦବୀରେ ନଥାଇ ମଧ୍ୟ ନିଜକୁ ବିଶ୍ୱବିଦୟାଳୟର ଅଧ୍ୟାପକ ବୋଲି ଦର୍ଶାଉଥିଲେ ।[୮] ୧୪ ଅପ୍ରେଲ୍ ୨୦୧୩ରେ, ହେଇଡ଼େଲ୍ବର୍ଗ୍ ବିଶ୍ୱବିଦ୍ୟାଳୟ ଏହି ଚୋରି ସ୍ୱୀକାର କରିଥିଲା ଓ ସହାୟଙ୍କର ନିଜକୁ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ କହିବାର କୌଣସି ଅଧିକାର ନାହିଁ ଓ ସହାୟ ନିଜକୁ venia legendi ଭାବେ ଘୋଷଣା କରିଥିଲେ ।[୮][୧୦]
{{cite news}}
: More than one of |accessdate=
and |access-date=
specified (help)
{{cite journal}}
: CS1 maint: unrecognized language (link) English translation
{{cite journal}}
: CS1 maint: unrecognized language (link) English translation