ସୁମୋନା ଚକ୍ରବର୍ତ୍ତୀ | |
---|---|
![]() ଦୁର୍ଗା ପୂଜା ସମୟରେ ଚକ୍ରବର୍ତ୍ତୀ | |
ଜନ୍ମ | [୧] ଲକ୍ଷ୍ନୌ, ଉତ୍ତର ପ୍ରଦେଶ, ଭାରତ | ୨୪ ଜୁନ ୧୯୮୮
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଜୟ ହିନ୍ଦ କଲେଜ, ମୁମ୍ବାଇ[୨]ଛାଞ୍ଚ:Primary source inline[୩] |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ୍ |
ସକ୍ରିୟ ବର୍ଷ | ୧୯୯୯–ଏବେଯାଏଁ |
ପ୍ରସିଦ୍ଧି | ଦି କପିଲ ଶର୍ମା ଶୋ କେମଡ଼ି ନାଇଟ୍ସ ଉଇଥ୍ କପିଲ କମେଡ଼ି ସର୍କସ |
ଉଚ୍ଚତା | ୧.୫୪ ମିଟର୍ |
ସୁମୋନା ଚକ୍ରବର୍ତ୍ତୀ (ଜନ୍ମ: ୨୪ ଜୁନ ୧୯୮୮)[୪] ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଧାରାବାହିକରେ କାମ କରନ୍ତି । ସୋନି ଟିଭିରେ ପ୍ରସାରିତ କମେଡ଼ି ସର୍କସ, ଦି କପିଲ ଶର୍ମା ଶୋ ଓ କଲର୍ସ ଟିଭିରେ ପ୍ରସାରିତ କମେଡ଼ି ନାଇଟ୍ସ ଉଇଥ୍ କପିଲ ଭଳି କାର୍ଯ୍ୟକ୍ରମ ପାଇଁ ସେ ଜଣାଶୁଣା । ସେ କପିଲ ଶର୍ମାଙ୍କ ଅନ୍-ସ୍କ୍ରିନ୍ ସ୍ତ୍ରୀ ପାଇଁ ଜଣାଶୁଣା ।
୧୯୯୯ ମସିହାରେ ଜଣେ ଶିଶୁ କଳାକାର ସେ ଅମିର ଖାଁ ଓ ମନୀଷା କୋଇରାଲାଙ୍କ ଅଭିନୀତ କଥାଚିତ୍ର ମନ୍ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୫] ଏହାପରେ ସେ କିଛି ଦୂରଦର୍ଶନ ଧାରାବାହିକରେ କାମ କରିଥିଲେ । ସେ ବିଭିନ୍ନ ଧାରାବାହିକ ସହିତ ରିଆଲିଟି ଶୋ, କମେଡ଼ି କାର୍ଯ୍ୟକ୍ର ଓ କଥାଚିତ୍ରରେ କାମ କରନ୍ତି । ସେ ଦୁବାଇ ଡାଏରୀସ୍ ଓ ସ୍ୱିସ୍ ମେଡ୍ ଆଡ୍ଭେଞ୍ଚର୍ ଭଳି କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ କାମ କରିଛନ୍ତି ।[୬][୭]
ବର୍ଷ | କଥାଚିତ୍ର | ଭୂମିକା | ଆଧାର |
---|---|---|---|
୧୯୯୯ | ମନ୍ | ନେହା | [୮] |
୨୦୧୦ | ଆଖ୍ରି ଡିସିସନ୍ | ମାନସୀ | [୯] |
୨୦୧୨ | ବର୍ଫି! | ଶ୍ରୁତିର ସାଙ୍ଗ | [୧୦] |
୨୦୧୪ | କିକ୍ | ବିଧି | [୧୧] |
୨୦୧୫ | ଫିର୍ ସେ... | ପିଆ | [୧୨] |
ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୦୬ | କସମ ସେ | ନିବେଦିତା ଦେବ;
ଅପରଜିତର ଭଉଣୀ |
||
୨୦୦୭ | ଡିଟେକ୍ଟିଭ୍ ଡଲ୍ | ଡିଟେକ୍ଟିଭ୍ ଡଲ୍ | ||
୨୦୦୭ | ସୁନ୍ ୟାର୍ ଚିଲ୍ ମାର୍ | |||
୨୦୦୭–୨୦୦୯ | କସ୍ତୁରୀ | ବନ୍ଦ୍ୟା ସିଂହାନିଆ | [୧୩] | |
୨୦୧୦ | ନୀର ଭରେ ତେରେ ନୈନା ଦେବୀ | ଚିରୈୟା | [୧୪] | |
୨୦୧୦ | ସପ୍ନୋ ସେ ଭରେ ନୈନା | [୧୪] | ||
୨୦୧୦ | ହରର୍ ନାଇଟ୍ସ | ମିଆ | ଅଧ୍ୟାୟ: ହଣ୍ଟେଡ୍ ହସ୍ପିଟାଲ୍ | [୧୫] |
୨୦୧୧ | ଖୋଟେ ଶିକ୍କେ | ଅଞ୍ଜଳି | ଅଧ୍ୟାୟ: ଏମ୍ଏଲ୍ଏ ଅଶୋକ ରାଓ ଗେଟ୍ସ ମର୍ଡ଼ର୍ଡ୍ ଇନ ୱିଲିଅମ୍ସନ୍ ହୋଟେଲ୍ | [୧୬] |
୨୦୧୧–୨୦୧୪ | ବଡ଼ ଅଚ୍ଛେ ଲଗ୍ତେ ହେଁ | ନତାଶା ଅମରନାଥ କପୂର | ||
୨୦୧୨ | କାହାନୀ କମେଡ଼ି ସର୍କସ୍ କି | ସୁମୋନା ଚକ୍ରବର୍ତ୍ତୀ | ||
୨୦୧୩ | ଏକ୍ ଥି ନାୟିକା | ଲବୋନି | [୧୭] | |
୨୦୧୩–୨୦୧୬ | କମେଡ଼ି ନାଇଟ୍ସ ଉଇଥ୍ କପିଲ | ମଞ୍ଜୁ ଶର୍ମା | ||
୨୦୧୪ | ସାବଧାନ ଇଣ୍ଡିଆ | ଶ୍ରୁତି | ଅଧ୍ୟାୟ ୭୪୦ | [୧୮] |
୨୦୧୪ | ୟେ ହୈ ଆଶିକୀ | ତେଜସ୍ୱିନୀ | [୧୯] | |
୨୦୧୫ | ଜମାଇ ରାଜା | ମିଶା ଗ୍ରେୱାଲ | [୨୦] | |
୨୦୧୬–୨୦୨୩ | ଦି କପିଲ ଶର୍ମା ଶୋ | ସର୍ଲା ଗୁଲାଟି/ଭୁରି/ବିନ୍ଦୁ | [୨୧] | |
୨୦୧୬ | ଦୁବାଇ ଡାଏରିସ୍ | ଉପସ୍ଥାପିକା | [୨୨] | |
୨୦୧୬ | ସ୍ୱିସ୍ ମେଡ୍ ଆଡ୍ଭେଞ୍ଜର୍ସ୍ | ସୁମୋନା ଚକ୍ରବର୍ତ୍ତୀ | ଯାତ୍ରୀ | [୨୩] |
୨୦୧୭ | ଦେବ୍ | ମୀରା ଘୋଷ | [୨୪][୨୫] | |
୨୦୧୮–୨୦୨୧ | ଶୋନାର ବେଙ୍ଗଲ | ଉପସ୍ଥାପିକା | [୨୬][୨୭] | |
୨୦୨୪ | ଖତ୍ରୋଁ କେ ଖିଲାଡ଼ି | ସୁମୋନା |
ନାଟକ | ବର୍ଷ | ଭୂମିକା | ନିର୍ଦ୍ଦେଶ | ସ୍ଥାନ | ମନ୍ତବ୍ୟ | ଆଧାର |
---|---|---|---|---|---|---|
ଦା ଡେଟିଂ ଟ୍ରୁଥ୍ସ୍ | ୨୦୦୯ | ପ୍ରିୟା ଆରି ଓ ରବି ଗୋସାଇଁ | ସେଣ୍ଟ ଆଣ୍ଡ୍ୟୁ ଅଡ଼ିଟୋରିଅମ୍, ବାଣ୍ଡ୍ରା (ପ), ମୁମ୍ବାଇ | [୨୮] | ||
ଦି ରିଲେସନ୍ସିପ୍ ଏଗ୍ରିମେଣ୍ଟ | ୨୦୧୬ | ଦି ଗାର୍ଲ | ମେହେର୍ଜାଦ ପଟେଲ | ନ୍ୟାସନାଲ୍ ସେଣ୍ଟର୍ ଫର୍ ଦି ପର୍ଫର୍ମିଂ ଆଟ୍ସ (ଭାରତ) | [୨୯][୩୦] |
ବର୍ଷ | କାମ | ବର୍ଗ | ଫଳାଫଳ | ଆଧାର |
---|---|---|---|---|
୨୦୧୪ | କମେଡ଼ି ନାଇଟ୍ସ ଉଇଥ୍ କପିଲ | ବେଷ୍ଟ୍ ଏନ୍ସେମ୍ବଲ୍ କାଷ୍ଟ | ବିଜୟୀ | [୩୧] |
ବର୍ଷ | କାମ | ବର୍ଗ | ଫଳାଫଳ | ଆଧାର |
---|---|---|---|---|
୨୦୧୫ | କମେଡ଼ି ନାଇଟ୍ସ ଉଇଥ୍ କପିଲ | ବେଷ୍ଟ୍ ଆକ୍ଟ୍ରେସ୍ ଇନ୍ ସପୋର୍ଟିଂ ରୋଲ୍ (କେମଡ଼ି) | ମନୋନୀତ | [୩୨] |
୨୦୨୩ | ଦି କପିଲ ଶର୍ମା ଶୋ ସିଜିନ୍ ୫ | ବେଷ୍ଟ ଆକ୍ଟ୍ରେସ୍ – କମେଡ଼ି - ଟିଭି | ବିଜୟୀ | [୩୩] |
ଉତ୍ତର ପ୍ରଦେଶ ସରକାରଙ୍କଦ୍ୱାରା ୨୭ ଅକ୍ଟୋବର ୨୦୧୬ରେ, ତାଙ୍କୁ ୟଶ ଭାରତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୩୪][୩୫]
ବର୍ଷ | କାମ | ବର୍ଗ | ଫଳାଫଳ | ଆଧାର |
---|---|---|---|---|
୨୦୧୭ | ଦି କପିଲ ଶର୍ମା ଶୋ | ବେଷ୍ଟ ଆକ୍ଟର୍ ଇନ୍ ଏ କମିକ୍ ରୋଲ୍ (ଫିମେଲ୍) | ମନୋନୀତ |