ସୁରୀଲୀ ଗୌତମ | |
---|---|
ଜନ୍ମ | ଲକ୍ଷ୍ନୌ, ଉତ୍ତର ପ୍ରଦେଶ, ଭାରତ | ୩ ଅପ୍ରେଲ ୧୯୯୦
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୮–ଏବେଯାଏଁ |
ବୈବାହିକ-ସାଥୀ |
ଜସରାଜ ସିଂହ ଭାଟ୍ଟୀ (m. ୨୦୧୩) |
ପିତାମାତା | ମୁକେଶ ଗୌତମ (ବାପା) ଅଞ୍ଜଳି ଗୌତମ (ମାଆ) |
ସମ୍ପର୍କୀୟ | ୟାମି ଗୌତମ (ଭଉଣୀ)[୨] ଜସପାଲ ଭାଟ୍ଟୀ (ଶ୍ୱଶୁର) |
ସୁରୀଲୀ ଗୌତମ ଭାଟ୍ଟୀ (ଜନ୍ମ: ୩ ଅପ୍ରେଲ ୧୯୯୦) ଜଣେ ଭାରତୀୟ ଚଳଚ୍ଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ନିର୍ଦ୍ଦେଶକ ମୁକେଶ ଗୌତମଙ୍କ ଝିଅ ଏବଂ ଅଭିନେତ୍ରୀ ୟାମି ଗୌତମଙ୍କ ସାନ ଭଉଣୀ ।[୩] ସେ ୨୦୦୮ ମସିହାରେ ସୋନି ଇଣ୍ଡିଆର ମିଟ୍ ମିଲା ଦେ ରବ୍ବା ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୪][୫] ପରେ ସେ ପଞ୍ଜାବୀ କଥାଚିତ୍ର ପାୱାର କଟ୍ ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୬]
ସେ ନଭେମ୍ବର ୨୦୧୩ରେ ଚଣ୍ଡୀଗଡ଼ରେ ଜସରାଜ ସିଂ ଭଟ୍ଟୀଙ୍କୁ ବିବାହ କରିଥିଲେ ।[୧]