ସେଫ୍ଟିବୁଟେନ Trade names Cedax Synonyms Cephtibuten AHFS /Drugs.com monograph MedlinePlus a698023
(6R ,7R )-7-([(Z )-2-(2-Amino-1,3-thiazol-4-yl)-5-hydroxy-5-oxopent-2-enoyl]amino)-8-oxo-5-thia-1-azabicyclo[4.2.0]oct-2-ene-2-carboxylic acid
ECHA InfoCard 100.238.211 Formula C 15 H 14 N 4 O 6 S 2 Molar mass ୪୧୦.୪୨ g·mol−1 3D model (JSmol )
O=C2N1/C(=C\CS[C@@H]1[C@@H]2NC(=O)C(=C/CC(=O)O)\c3nc(sc3)N)C(=O)O
InChI=1S/C15H14N4O6S2/c16-15-17-7(5-27-15)6(1-2-9(20)21)11(22)18-10-12(23)19-8(14(24)25)3-4-26-13(10)19/h1,3,5,10,13H,2,4H2,(H2,16,17)(H,18,22)(H,20,21)(H,24,25)/b6-1-/t10-,13-/m1/s1
Y Key:UNJFKXSSGBWRBZ-BJCIPQKHSA-N
Y
ସେଫ୍ଟିବୁଟେନ, ଏକ ବେପାର ନାମ ସେଡାକ୍ସ, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ମଧ୍ୟମ କାନ ସଂକ୍ରମଣ , ଷ୍ଟ୍ରେପ୍ ଗଳା , ନିମୋନିଆ ଏବଂ ମୂତ୍ରନଳୀ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [ ୧] ସାଇନୁସାଇଟିସ୍ ପାଇଁ ବ୍ୟବହାର ସାଧାରଣତଃ ସୁପାରିଶ କରାଯାଏ ନାହିଁ । [ ୧] ଏହା ପାଟିରେ ଦିଆଯାଏ । [ ୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ମୁଣ୍ଡବିନ୍ଧା ଏବଂ ପେଟ ଯନ୍ତ୍ରଣା ହୋଇପାରେ । [ ୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ୍ , ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଏବଂ କ୍ଲୋଷ୍ଟ୍ରିଡିଓଏଡସ୍ ଡିଫିକିସିଲ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ। [ ୧] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । [ ୨] ଏହା ଏକ ତୃତୀୟ ପିଢ଼ୀର ସେଫାଲୋସ୍ପୋରିନ୍ ଯାହା ଜୀବାଣୁ କୋଷ କାନ୍ଥରେ ହସ୍ତକ୍ଷେପ କରି କାର୍ଯ୍ୟକ୍ଷମ ହୁଏ । [ ୩]
୧୯୯୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ସେଫ୍ଟିବୁଟେନ୍ ଅନୁମୋଦିତ ହୋଇଥିଲା। [ ୧] ୨୦୨୧ ମସିହାରୁ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହା ବନ୍ଦ ହୋଇଯାଇଥିଲା ।[ ୪]
↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Ceftibuten Monograph for Professionals" . Drugs.com (in ଇଂରାଜୀ). Archived from the original on 2 August 2019. Retrieved 2 January 2022 .
↑ "Ceftibuten (Cedax) Use During Pregnancy" . Drugs.com (in ଇଂରାଜୀ). Archived from the original on 4 December 2020. Retrieved 2 January 2022 .
↑ Beauduy, Camille E.; Winston, Lisa G. (2020). "43. Beta-lactam and other cell wall - & membrane - active antibiotics". In Katzung, Bertram G.; Trevor, Anthony J. (eds.). Basic and Clinical Pharmacology (in ଇଂରାଜୀ) (15th ed.). New York: McGraw-Hill. p. 832. ISBN 978-1-260-45231-0 . Archived from the original on 2021-10-10. Retrieved 2021-11-30 .
↑ "Drugs@FDA: FDA-Approved Drugs" . www.accessdata.fda.gov . Archived from the original on 22 March 2021. Retrieved 2 January 2022 .