Clinical data | |
---|---|
Pronunciation | (/sɛˈvɛləmər/ or /sɛˈvɛləmɪər/) |
Trade names | Renagel, Renvela |
AHFS/Drugs.com | monograph |
MedlinePlus | a601248 |
data | |
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 0% |
Excretion | Feces 100% |
Identifiers | |
| |
Chemical and physical data | |
Formula | [(C3H7N)a+b.(C9H17N2O)c]m where a+b:c = 9:1 |
Molar mass | variable |
(verify) |
ସେଭେଲାମର, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରେନାଗେଲ, ହେଉଛି କ୍ରନିକ୍ ବୃକ୍କ ରୋଗରେ ହେଉଥିବା ହାଇପରଫସଫାଟେମିଆ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଯୁକ୍ତରାଜ୍ୟରେ ଏହା ଦ୍ୱିତୀୟ ଧାଡିର ଚିକିତ୍ସା ।[୨] ଏହାକୁ ଖାଦ୍ୟ ସହିତ ପାଟିରେ ନିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ଅଇ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୧] ଚର୍ମରୋଗ ରାସ ମଧ୍ୟ ହୋଇପାରେ। ।[୨] ଏହା ଅନ୍ତନଳୀରେ ଫସଫେଟ ସହିତ ସଂଯୁକ୍ତ ହୋଇ କାର୍ଯ୍ୟକ୍ଷମ ହୁଏ ।[୧]
୧୯୯୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ସେଭେଲାମର ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ୮୦୦ ମିଗ୍ରାର ୨୭୦ଟି ବଟିକାର ମୂଲ୍ୟ ୪୮ ଡଲାର ।[୩] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୭୫ ପାଉଣ୍ଡ ।[୨]
{{cite book}}
: CS1 maint: date format (link)