ସୋଟୋରାସିବ Trade names Lumakras, Lumykras Synonyms AMG 510 AHFS /Drugs.com monograph data
Pregnancy category Routes of administration By mouth Legal status
6-Fluoro-7-(2-fluoro-6-hydroxyphenyl)-(1M )-1-[4-methyl-2-(propan-2-yl)pyridin-3-yl]-4-[(2S )-2- methyl-4-(prop-2-enoyl)piperazin-1-yl]pyrido[2,3-d ]pyrimidin-2(1H )-one
Formula C 30 H 30 F 2 N 6 O 3 Molar mass ୫୬୦.୬୧ g·mol−1 3D model (JSmol )
CC(C)c1nccc(C)c1N2C(=O)N=C(N3CCN(C[C@@H]3C)C(=O)C=C)c4cc(F)c(nc24)c5c(O)cccc5F
InChI=1S/C30H30F2N6O3/c1-6-23(40)36-12-13-37(18(5)15-36)28-19-14-21(32)26(24-20(31)8-7-9-22(24)39)34-29(19)38(30(41)35-28)27-17(4)10-11-33-25(27)16(2)3/h6-11,14,16,18,39H,1,12-13,15H2,2-5H3/t18-/m0/s1
Key:NXQKSXLFSAEQCZ-SFHVURJKSA-N
ସୋଟୋରାସିବ, ବେପାର ନାମ ଲୁଟାକ୍ରାସ୍ ଏବଂ ଲୁମିକ୍ରାସ୍, ଏକ ଅଣ-ଛୋଟ-ଜୀବକୋଷ ଫୁସଫୁସ କର୍କଟ (NSCLC) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[ ୪] ନିର୍ଦ୍ଦିଷ୍ଟ ଭାବରେ ଏହା ପ୍ରଗତି ହୋଇଥିବା ରୋଗ ପାଇଁ ବ୍ୟବହୃତ ହୁଏ ଯେଉଁଥିରେ କେଆରଏଏସ ଜି୧୨ସି ମ୍ୟଟେସନ ହୋଇଛି (KRAS G12C-ମ୍ୟୁଟେସନ୍) ଏବଂ ଅନ୍ୟାନ୍ୟ ଚିକିତ୍ସା ବିଫଳ ହୋଇଛି ।[ ୪] [ ୩] ଏହା ପାଟିଦ୍ୱାରା ନିଆଯାଏ | [ ୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, କଙ୍କାଳୀୟ ମାଂସପେଶୀ ଯନ୍ତ୍ରଣା, ଅଇ , ଥକାପଣ, ଯକୃତ ନଷ୍ଟ ଏବଂ କାଶ ହୋଇପାରେ।[ ୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଣ୍ଟରସ୍ଟିସିଆଲ୍ ଫୁସଫୁସ ରୋଗ ହୋଇପାରେ ।[ ୪] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ।[ ୪] ଏହା କେଆରଏଏସ ପି ଜି ୧୨ ସି (KRAS p. G12C) ମ୍ୟୁଟେସନ ଥିବା ଆର ଏ ଏସ ଜିଟିପେଜ ((RAS GTPase) ପରିବାରର ନିରୋଧୀ ଭାବରେ କାର୍ଯ୍ୟକ୍ଷମ ପରିବାରର ହୁଏ । [ ୪] [ ୬]
୨୦୨୧ ମସିହାରେ ଏବଂ ୨୦୨୨ ମସିହାରେ ୟୁରୋପରେ ସୋଟୋରାସିବକୁ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା [ ୪] [ ୩] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ଖର୍ଚ୍ଚ ୬୯୦୦ ପାଉଣ୍ଡ ଥିଲା। [ ୭] ଯୁକ୍ତରାଷ୍ଟ୍ରରେ ଏହି ରାଶିର ଖର୍ଚ୍ଚ ପ୍ରାୟ ୧୮ ,୯୦୦ ଡଲାର ଥିଲା ।[ ୮]
↑ ୧.୦ ୧.୧ "Lumakras" . Therapeutic Goods Administration (TGA) . 13 April 2022. Archived from the original on 12 April 2022. Retrieved 23 April 2022 .
↑ "Summary Basis of Decision (SBD) for Lumakras" . Health Canada . 23 October 2014. Archived from the original on 29 May 2022. Retrieved 29 May 2022 .
↑ ୩.୦ ୩.୧ ୩.୨ "Lumykras EPAR" . European Medicines Agency . 10 November 2021. Archived from the original on 23 April 2022. Retrieved 23 April 2022 . Text was copied from this source which is copyright European Medicines Agency. Reproduction is authorized provided the source is acknowledged.
↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ "Lumakras- sotorasib tablet, coated" . DailyMed . Archived from the original on 6 June 2021. Retrieved 6 June 2021 .
↑ "FDA Approves First Targeted Therapy for Lung Cancer Mutation Previously Considered Resistant to Drug Therapy" . U.S. Food and Drug Administration (FDA) . 28 May 2021. Archived from the original on 28 May 2021. Retrieved 28 May 2021 . This article incorporates text from this source, which is in the public domain .
↑ "KRAS mutant-targeting AMG 510" . NCI Drug Dictionary . National Cancer Institute. 2 February 2011. Archived from the original on 10 July 2019. Retrieved 16 November 2019 .
↑ "Sotorasib" . SPS - Specialist Pharmacy Service . 24 September 2020. Archived from the original on 3 March 2022. Retrieved 29 October 2022 .
↑ "Sotorasib" . Archived from the original on 29 October 2022. Retrieved 29 October 2022 .