ସୋଟ୍ରୋଭିମାବ ହେଉଛି ଏକ ଔଷଧ, ବିକ୍ରୟ ନାମ ଜେଭୁଡି, ଯାହାକି କୋଭିଡ-୧୯ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ, ଯେଉଁମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ଅମ୍ଳଜାନର ଆବଶ୍ୟକତା ନାହିଁ କିନ୍ତୁ ଗୁରୁତର ରୋଗ ହେବାର ଆଶଙ୍କା ଅଧିକ ଥାଏ ।[ ୧] ଏହି ଗୋଷ୍ଠୀରେ ଏହା ଡାକ୍ତରଖାନାର ଆବଶ୍ୟକତା ହ୍ରାସ କଲା | [ ୬] ଏହା ଓମିକ୍ରନ୍ ବିଏ.୨ ସବଭାରିଆଣ୍ଟ ପାଇଁ ପ୍ରଭାବଶାଳୀ ଦେଖାଯାଏ ନାହିଁ ଏବଂ ଏହା ଅଧାରୁ ଅଧିକ ମାମଲା ହୋଇଥିଲେ ସୁପାରିଶ କରାଯାଏ ନାହିଁ । [ ୭] [ ୮] [ ୯] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[ ୧]
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍ ସହିତ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[ ୧] ପ୍ରାୟ ୨,୦୦୦ ଲୋକଙ୍କ ମଧ୍ୟରୁ ଜଣକର ଆନାଫାଇଲକ୍ସିସ୍ ହୁଏ ।[ ୧] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନରେ ସୁରକ୍ଷା ମିଳିବା ଅସ୍ପଷ୍ଟ ଅଟେ ।[ ୫] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏସଏଆରଏସ-କୋଭି-୨ ର ସ୍ପାଇକ୍ ପ୍ରୋଟିନ୍ ସହିତ ସଂଲଗ୍ନ ହେବାଦ୍ୱାରା ଶରୀରର କୋଷରେ ଭୂତାଣୁ ପ୍ରବେଶ କରିବାରେ ଅସମର୍ଥ ହୁଏ ।[ ୧]
୨୦୨୧ ମସିହାରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସୋଟ୍ରୋଭିମାବ ଅନୁମୋଦିତ ହୋଇଥିଲା ।[ ୧] ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହାର ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) ଅଛି ।[ ୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜ ନିମନ୍ତେ ପ୍ରାୟ ୨,୧୦୦ ଡଲାର ଖର୍ଚ୍ଚ ହୋଇଥାଏ ।[ ୧୦]
↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Xevudy EPAR" . European Medicines Agency (EMA) . 15 December 2021. Archived from the original on 18 December 2021. Retrieved 17 December 2021 . Text was copied from this source which is copyright European Medicines Agency. Reproduction is authorized provided the source is acknowledged.
↑ ୨.୦ ୨.୧ "Xevudy" . Therapeutic Goods Administration (TGA) . 20 August 2021. Archived from the original on 18 September 2021. Retrieved 17 September 2021 .
↑ "TGA provisionally approves GlaxoSmithKline's COVID-19 treatment: sotrovimab (Xevudy)" . Therapeutic Goods Administration (TGA) (Press release). 20 August 2021. Archived from the original on 4 September 2021. Retrieved 4 September 2021 .
↑ "COVID-19 treatment: GlaxoSmithKline Australia Pty Ltd, sotrovimab (Xevudy)" . Therapeutic Goods Administration (TGA) . 20 August 2021. Archived from the original on 23 October 2021. Retrieved 22 October 2021 .
↑ ୫.୦ ୫.୧ ୫.୨ "Sotrovimab injection, solution, concentrate" . DailyMed . Archived from the original on 7 July 2021. Retrieved 15 June 2021 .
↑ "Treatments" . www.bccdc.ca (in କାନାଡିୟ ଇଂରାଜୀ). Archived from the original on 9 October 2021. Retrieved 4 January 2022 .
↑ "Statement on Therapies for High-Risk, Nonhospitalized Patients" . COVID-19 Treatment Guidelines (in ଇଂରାଜୀ). Archived from the original on 7 January 2022. Retrieved 6 January 2022 .
↑ Kreier, Freda (23 February 2022). "Will a rising Omicron variant scramble antibody treatments?". Nature : d41586–022–00419-6. doi :10.1038/d41586-022-00419-6 .
↑ "FDA updates Sotrovimab emergency use authorization" . FDA . Archived from the original on 28 March 2022. Retrieved 30 March 2022 .
↑ "After slow start, demand for COVID monoclonal antibodies treatment skyrockets" . USA Today . 25 August 2021. Archived from the original on 18 December 2021. Retrieved 18 December 2021 .