![]() Crystal structure of ZS-9. Blue spheres = oxygen atoms, red spheres = zirconium atoms, green spheres = silicon atoms. | |
Clinical data | |
---|---|
Trade names | Lokelma |
AHFS/Drugs.com | monograph |
MedlinePlus | a618035 |
data | |
Routes of administration | By mouth |
ATC code |
|
Legal status | |
Legal status | |
Pharmacokinetic data | |
Bioavailability | Not absorbed |
Excretion | Feces |
Identifiers | |
| |
CAS Number | |
UNII | |
KEGG | |
Chemical and physical data | |
Formula | (2Na·H2O·3H4SiO4·H4ZrO6)n |
ସୋଡିୟମ ଜିର୍କୋନିୟମ ସାଇକ୍ଲୋସିଲିକେଟ ( ZS-9 ), ଏକ ବ୍ୟବସାୟୀକ ନାମ ଲୋଡେଲମା, ଏକ ଔଷଧ ଯାହା ଉଚ୍ଚ ରକ୍ତ ପୋଟାସିୟମ୍ ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୧] ଏକରୁ ଛଅ ଘଣ୍ଟା ମଧ୍ୟରେ ପ୍ରଭାବର ଆରମ୍ଭ ହୁଏ | [୨] ଏହା ପାଟିରେ ଦିଆଯାଏ | [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା ଏବଂ ନିମ୍ନ ରକ୍ତ ପୋଟାସିୟମହୋଇପାରେ | [୧] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ବ୍ୟବହାର ସମ୍ଭବତଃ ନିରାପଦ ଅଟେ | [୨] ଏହା ପାକସ୍ଥାଳୀରୁ ଯାଇ ମଳରେ ହଜିଯାଉଥିବା ପୋଟାସିୟମ ଆୟନକୁ ବାନ୍ଧି ରଖିବାଦ୍ୱାରା କାର୍ଯ୍ୟକ୍ଷମହୁଏ | [୨] [୩]
୨୦୧୮ ମସିହାରେ ୟୁରୋପୀୟ ୟୁନିଅନରେ ଏବଂ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ସୋଡିୟମ ଜିର୍କୋନିୟମ ସାଇକ୍ଲୋସିଲିକେଟ ଅନୁମୋଦିତ ହୋଇଥିଲା | [୧] [୪] [୫] [୨] ଯୁକ୍ତରାଷ୍ଟ୍ରରେ ଏହାର ଏକ ମାତ୍ରାର ଦାମ ପ୍ରାୟ ୨୪ ଡଲାର ଅଟେ | [୬] ଯୁକ୍ତରାଜ୍ୟରେ ୨୦୧୯ ମସିହା ସୁଦ୍ଧା ଏହା ଏନଏଚଏସକୁ ଡୋଜ ପିଛା ପ୍ରାୟ ୭.୧୨ ପାଉଣ୍ଡ ଖର୍ଚ୍ଚ ହୁଏ | [୭]
{{cite web}}
: Check |url=
value (help)