Sonepur State Sonpur State ସୋନପୁର୍ | |||||
Princely State of British India | |||||
| |||||
Coat of arms | |||||
![]() | |||||
History | |||||
• | Established | 1556 | |||
• | Accession to the Union of India | 1948 | |||
Area | |||||
• | 1901 | ୨,୩୪୭ km2 (୯୦୬ sq mi) | |||
Population | |||||
• | 1901 | ୧,୬୯,୮୭୭ | |||
Density | ୭୨.୪ /km2 (୧୮୭.୫ /sq mi) | ||||
![]() {{cite encyclopedia}} : Invalid |ref=harv (help)
|
ସୋନପୁର ରାଜ୍ୟ (ଓଡ଼ିଆ: ସୋନପୁର୍; ହିନ୍ଦୀ : सोनपुर), ଏକ ବ୍ରିଟିଶ ସମୟର ରାଜକୀୟ ରାଜ୍ୟ । ପୂର୍ବରୁ ଏହା କେନ୍ଦ୍ରୀୟ ଭରତ ଏଜେନଶୀ ଅଧୀନରେ ଥିଲା। ପରେ 1905ରେ ତାହାକୁ ପୂର୍ବାଞ୍ଚଳ ସ୍ଟେଟ ଏଜେନ୍ସିକୁ ଦିଆଗଲା । ଏହାର ରାଜଧାନୀ ସୋନପୁର ସହରରେ ଥିଲା । ବର୍ତ୍ତମାନ ଏହା ସୁବରଣପୁର ଜିଲ୍ଲାର ସଦର ମହକୁମା ।
1656 ମସିହାରେ ସୋନପୁର ରାଜ୍ୟର ସ୍ଥାପନା ଚୌହାନ ବଂଶଦ୍ୱାରା ହେଇଥିଲା । ଏହି ରାଜ୍ୟ ବ୍ରିଟିଶ ମାନଙ୍କ ରକ୍ଷଣ ରାଜ୍ୟ ଭାବେ 1826 ମସିହାରେ ରହିଲା । ସମ୍ବଲପୁର ବିଦ୍ରୋହ ସମୟରେ ସୋନପୁର ବ୍ରିଟିଶ ମାନଙ୍କୁ ସହାୟତା କରିଥିବାରୁ ଶାସକ ପରିବାରକୁ ରାଜା ବାହାଦୁର ଭାବେ ସମ୍ମାନିତ କରଯାଇଥିଲା । ସୋନପୁର ରାଜ୍ୟ ଭାରତୀୟ ସଂଘ ସହିତ 1 ଜାନୁଆରୀ 1948ରେ ମିଶ୍ରଣ ହେଲା ।[୧]
ସୋନପୁରର ଶାସକ ମାନଙ୍କୁ ରାଜା କୁହାଯାଉଥିଲା । କିନ୍ତୁ ଶେଷ ଦୁଇଜଣ ଶାସକଙ୍କୁ ମହାରାଜା କୁହାଯାଉଥିଲା । [୨]
![]() ![]() |
This Indian history-related article is a stub. You can help Wikipedia by expanding it. |