Sonamukhi
সোনামুখী | |
---|---|
Town | |
Country | ![]() |
State | West Bengal |
District | Bankura |
Elevation | 66 m (217 ft) |
Population (2001) | |
• Total | ୨୭,୩୪୮ |
Languages | |
• Official | Bengali, English |
Time zone | UTC+5:30 (IST) |
PIN | 722207 |
Telephone code | 91 3244 |
Lok Sabha constituency | Bishnupur |
Vidhan Sabha constituency | Sonamukhi |
Website | bankura |
ସୋନାମୁଖି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ପଶ୍ଚିମବଙ୍ଗର ବଙ୍କୁର ଜିଲ୍ଲାରେ ଅବସ୍ଥିତ ।
ସୋନାମୁଖି ୨୩.୩୦୫୨ ଉତ୍ତର ଅକ୍ଷାଂଶ ଓ ୮୭.୪୧୩୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୭ ଫୁଟ ଉଚ୍ଚତାରେ ରହିଛି ।[୧]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୋନାମୁଖି ସହରର ମୋଟ ଜନସଂଖ୍ୟା ୨୭୩୪୮ ଅଟେ ।[୨] ସେଥି ମଧ୍ୟରୁ ୫୧.୨୪% ଜଣ ପରୁଷ ହୋଇଥିବା ବେଳେ ୪୮.୭୬% ଜଣ ନାରୀ ଅଟନ୍ତି । ସୋନାମୁଖିର ସାକ୍ଷରତା ହାର ୭୧.୨୫% ଅଟେ । ଏହା ଜାତୀୟ ହାରଠାରୁ -୬.୪୧% ପ୍ରତିଶତ କମ ଅଟେ । ସେଥିରୁ ୩୯.୯୪% ପ୍ରତିଶତ ପୁରୁଷ ଓ ୩୧.୩୧% ନାରୀ ଅଟନ୍ତି । ୧୦.୨୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ବଙ୍ଗାଳୀ ସୋନାମୁଖିର ସରକାରୀ ଭାଷା ଅଟେ ।