ସୋନିଆ ବଲାନୀ | |
---|---|
![]() | |
ଜନ୍ମ | ଆଗ୍ରା, ଉତ୍ତର ପ୍ରଦେଶ, ଭାରତ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୨–ଏବେଯାଏଁ |
ସୋନିଆ ବଲାନୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ହିନ୍ଦୀ କଥାଚିତ୍ର ତୁମ୍ ବିନ୍ ୨, ବାଜାର୍ ଓ ଦି କେରଳ ଷ୍ଟୋରୀ ପାଇଁ ଜଣାଶୁଣା । ଏହା ବ୍ୟତୀତ ସେ ଦୂରଦର୍ଶନ ଧାରାବାହିକ ବଡ଼େ ଅଚ୍ଛେ ଲଗତେ ହେ, ତୁ ମେରା ହିରୋ ଓ ଡିଟେକ୍ଟିଭ୍ ଦିଦି ଆଦିରେ କାମ କରିଛନ୍ତି ।[୧][୨][୩][୪][୫]
ବଲାନୀ ଉତ୍ତରପ୍ରଦେଶର ଆଗ୍ରାଠାରେ ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୬]