Soron | |
---|---|
city | |
ଦେଶ | India |
ରାଜ୍ୟ | Uttar Pradesh |
ଜିଲ୍ଲା | Kasganj |
Elevation | 179 m (587 ft) |
Population (2001) | |
• Total | ୨୬,୭୨୨ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
ସୋରୋନ ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ଏତହ୍ ଜିଲ୍ଲାରେ ଅବସ୍ଥିତ ।
ସୋରୋନ ୨୭.୮୯୦୧ ଉତ୍ତର ଅକ୍ଷାଂଶ ଓ ୭୮.୭୪୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୋରୋନ ସହରର ମୋଟ ଜନସଂଖ୍ୟା ୨୬୭୨୨ ଅଟେ ।[୨] ସେଥି ମଧ୍ୟରୁ ୫୩.୫୬% ଜଣ ପରୁଷ ହୋଇଥିବା ବେଳେ ୪୬.୪୪% ଜଣ ନାରୀ ଅଟନ୍ତି । ସୋରୋନର ସାକ୍ଷରତା ହାର ୪୯.୪୬% ଅଟେ । ଏହା ଜାତୀୟ ହାରଠାରୁ ୧୫.୩୮% ପ୍ରତିଶତ କମ ଅଟେ । ସେଥିରୁ ୩୦.୫୪% ପ୍ରତିଶତ ପୁରୁଷ ଓ ୧୮.୯୨% ନାରୀ ଅଟନ୍ତି । ୧୬.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ହିନ୍ଦୀ ସୋରୋନର ସରକାରୀ ଭାଷା ଅଟେ ।