ସ୍ମିତା ବଂଶଲ | |
---|---|
ଜନ୍ମ | [୧] | ୨୧ ଫେବୃଆରୀ ୧୯୭୭
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୮–ଏବେଯାଏଁ |
ବୈବାହିକ-ସାଥୀ | ଅଙ୍କୁଶ ମହଲା (ବିବାହ: ୨୦୦୨)[୨] |
ସନ୍ତାନ | ୨[୩] |
ସ୍ମିତା ବଂଶଲ (ଜନ୍ମ: ୨୧ ଫେବୃଆରୀ ୧୯୭୭) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଜୀ ଟିଭିରେ ପ୍ରସାରିତ ଧାରାବାହିକ ଅମାନତ, ଆଶୀର୍ବାଦ, ସର୍ହଦେଁ ଓ ସୋନି ସବ୍ରେ ପ୍ରସାରିତ ଧାରାବାହିକ ଆଲାଦ୍ଦିନ – ନାମ୍ ତୋ ସୁନା ହୋଗା ଆଦିରେ ତାଙ୍କ ଅଭିନୀତ ଭୂମିକା ପାଇଁ ସେ ଜଣାଶୁଣା । ୨୦୦୮ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର କର୍ଜରେ ମଧ୍ୟ ଅଭିନୟ କରିଥିଲେ । ବାଳିକା ବଧୂ ଧାରାବାହିକ ପାଇଁ ତାଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବରେ ଆଇଟିଏ ପୁରସ୍କାର ମିଳିଥିଲା ।[୪]
ବର୍ଷ | ଧାରାବାହିକ | ଭୂମିକ | ମନ୍ତବ୍ୟ |
---|---|---|---|
୧୯୯୮–୧୯୯୯ | ଚ୍ୟାଲେଞ୍ଜ୍ | ସୋନାଲି | ମୁଖ୍ୟ ଭୂମିକା |
୨୦୦୦ | ତୁଳସୀ | ତୁଳସୀ | |
୧୯୯୬-୧୯୯୭ | ଇତିହାସ | ପଦ୍ମିନୀ | ସହାୟକ ଭୂମିକା |
୧୯୯୭-୨୦୦୨ | ଅମାନତ | ଡ. ବାଲା | |
୧୯୯୮ | ଚିନ୍ଚିନ୍ନାତି ବୁବ୍ବଲାବୂ | ସେଲ୍ସଓମେନ୍ | |
ଅଲ୍ପବୀରମ୍ | ଶ୍ୱେତା | ||
ଏକ୍ସ ଜୋନ୍ - ନେହା: ପାର୍ଟ ୧ - ପାର୍ଟ ୪ | ଅଧ୍ୟାୟ ୪ - ଅଧ୍ୟାୟ ୭ | ଅଧ୍ୟାୟଗତ ଭୂମିକା | |
୧୯୯୮-୧୯୯୯ | କୋରା କାଗଜ | ପ୍ରିୟା | ସହାୟକ ଭୂମିକା |
ଦାଲ୍ ମେଁ କାଲା | ଜୁଲି | ||
୧୯୯୮-୨୦୦୧ | ଆଶୀର୍ବାଦ | ବିଶାଖା | |
୧୯୯୯ | ଏକ୍ସ ଜୋନ୍ - ତଲାଶ: ପାର୍ଟ ୧ ଏବଂ ପାର୍ଟ ୨ | ଅଧ୍ୟାୟ ୪୨ - ଅଧ୍ୟାୟ ୪୩ | ଆଧ୍ୟାୟଗତ ଭୂମିକା |
ସଟର୍ଡେ ସସ୍ପେନ୍ସ - ହମେଁ ସବ୍ ପତା ହୈ | ଅଧ୍ୟାୟ ୧୦୫ | ||
ରିସ୍ତେ - ଏକ୍ ଘର୍ ୟେ ଭି | ତୁଳିକା (ଅଧ୍ୟାୟ ୬୦) | ||
ରିସ୍ତେ - ନୟା ବିବାହ | ଆଶା (ଆଧ୍ୟାୟ ୭୦) | ||
ଆହାଟ୍ - ଦି ଲାଷ୍ଟ ରିଲ୍: ପାର୍ଟ ୧ ଓ ପାର୍ଟ ୨, ଟିନା: ପାର୍ଟ ୧ ଓ ପାର୍ଟ ୨ | ସୀତାରା (ଅଧ୍ୟାୟ ୧୯୬ ଓ ଅଧ୍ୟାୟ ୧୯୭) /ଟିନା (ଅଧ୍ୟାୟ ୨୦୪ ଓ ଅଧ୍ୟାୟ ୨୦୫) | ||
୧୯୯୯-୨୦୦୦ | ସାଥ୍ ସାଥ | ସହାୟକ ଭୂମିକା | |
୨୦୦୧ | କାହାନୀ ଘର୍ ଘର୍ କି | ନିବେଦିତା କମାଲ ଅଗ୍ରୱାଲ | |
ସ...କୋଇ ହୈ - ତାନ୍ତ୍ରିକ | ଶ୍ୱେତା (ଅଧ୍ୟାୟ ୪) | ଆଧ୍ୟାୟଗତ ଭୂମିକା | |
୨୦୦୧-୨୦୦୨ | ସଂସ୍କୃତି | ପାୟଲ | ସହାୟକ ଭୂମିକା |
୨୦୦୧-୨୦୦୩ | ସର୍ହଦେଁ | ଚାନ୍ଦିନୀ | ସହାୟକ ଭୂମିକା |
୨୦୦୨-୨୦୦୩ | କୋହି ଅପ୍ନା ସା | ଶୃତି ତୁଷାର ଗିଲ୍/ମଲ୍ଲିକା ସିଂହାନିଆ | |
୨୦୦୩ | ବିକ୍ରାଲ ଔର୍ ଗବ୍ରାଲ୍ - ତାନ୍ତ୍ରିକ | ଶ୍ୱେତା (ଅଧ୍ୟାୟ ୯) | ଆଧ୍ୟାୟଗତ ଭୂମିକା |
୨୦୦୩-୨୦୦୪ | ସଞ୍ଜିବନୀ | ନେହା | ସହାୟକ ଭୂମିକା |
୨୦୦୪ | ରାତ୍ ହୋନେ କୋ ହୈ - ଦୃଷ୍ଟି: ପାର୍ଟ ୧ - ପାର୍ଟ ୪ | ପ୍ରିୟଙ୍କା (ଅଧ୍ୟାୟ ୫୩ - ଅଧ୍ୟାୟ ୫୬) | ଆଧ୍ୟାୟଗତ ଭୂମିକା |
୨୦୦୪-୨୦୦୫ | ସି.ଆଇ.ଡି. | ଇନ୍ସପେକ୍ଟର ଅଦିତି | ସହାୟକ ଭୂମିକା |
ପିୟା କା ଘର୍ | ଶ୍ୱେତା ଅବିନାଶ ଶର୍ମା | ନକାରତ୍ମକ ଭୂମିକା | |
ୟେ ମେରି ଲାଇଫ୍ ହୈ | ପୂର୍ଣ୍ଣିମା | ସହାୟକ ଭୂମିକା | |
୨୦୦୫ | ଫେମ୍ ଗୁରୁକୁଳ | ପ୍ରତିଯୋଗୀ | ରିଆଲିଟି ଶୋ |
୨୦୦୬ | ଟ୍ୱିଙ୍କିଲ୍ ବିଉଟି ପାର୍ଲର୍ ଲାଜପତ ନଗର | ନିୟତି | ମୁଖ୍ୟ ଭୂମିକା |
କସୌଟି ଜିଙ୍ଗେଦି କେ | ନିବେଦିତା ବାସୁ/ନିବେଦିତା ଅନୁପମ ସେନଗୁପ୍ତା | ସହାୟକ ଭୂମିକା | |
ଜୀବନ ଇସି କା ନାମ୍ ହୈ | ଅତିଥି (ଅଧ୍ୟାୟ ୯) | ଟକ୍ ଶୋ | |
୨୦୦୬-୨୦୦୭ | ବିରାସତ୍ | ଗାର୍ଗି କୁନାଲ ଖରବନ୍ଦା | ସହାୟକ ଭୂମିକା |
୨୦୦୮-୨୦୦୯ | ପାନି ପୁରୀ | ଦିବ୍ୟା ପାନି | ମୁଖ୍ୟ ଭୂମିକା |
୨୦୦୮-୨୦୧୪ | ବାଳିକା ବଧୂ | ସୁମିତ୍ରା ସିଂହ | ସହାୟକ ଭୂମିକା |
୨୦୧୧ | ଫିଅର୍ ଫ୍ୟାକ୍ଟର - ଖତ୍ରୋ କେ ଖିଲାଡ଼ି ସିଜିନ୍ ୪ | ପ୍ରତିଯୋଗୀ | ରିଆଲିଟି ଶୋ |
୨୦୧୨-୨୦୧୩ | ନାଚ୍ ବଲିୟେ ୫ | ||
୨୦୧୩ | କମେଡ଼ି ନାଇଟ୍ସ ଉଇଥ୍ କପିଲ୍ | ଅତିଥି (ଅଧ୍ୟାୟ ୧୯) | କମେଡ଼ି ଶୋ |
୨୦୧୪ | ଅକବର ବିରବଲ୍ - ଆକବର କି ପେହଲି ବେଗମ୍: ପାର୍ଟ ୧ - ପାର୍ଟ ୩ | ଉମରାଓ ଜାନ୍ | ଆଧ୍ୟାୟଗତ ଭୂମିକା |
୨୦୧୪-୨୦୧୫ | ତୁମ୍ ଐସେ ହି ରେହେନା | ଲତା ବର୍ମା/ଲତା ବିଗ୍ନେଶ ଅଗ୍ରୱାଲ | ସହାୟକ ଭୂମିକା |
୨୦୧୫-୨୦୧୬ | ଜିଙ୍ଗେଦି ଅଭି ବାକି ହୈ ମେରେ ଘୋଷ୍ଟ | ରାଧା ସୁରଜ ପାଲେକର | |
୨୦୧୬-୨୯୧୭ | ଜାନା ନା ଦିଲ୍ ସେ ଦୂର୍ | ସୁମନ ରମାକା୍ତ ବଶିଷ୍ଟ[୫] | ନକାରାତ୍ମକ ଭୂମିକା |
୨୦୧୮-୨୦୧୯ | ନଜର୍ | ଦିବ୍ୟା ନିଶାନ୍ତ ଶର୍ମା | ସହାୟକ ଭୂମିକା |
୨୦୧୮-୨୦୨୧ | ଅଲାଦ୍ଦିନ୍ - ନାମ୍ ତୋ ସୁନା ହୋଗା | ରୁକ୍ସାର | |
୨୦୧୯-୨୦୨୦ | ଯୈ ଯାଦୁ ହୈ ଜିନ୍ନ୍ କା! | ପ୍ରବୀଣ ଜୁନେଦ ଖାନ୍ | |
୨୦୨୧–ଏବେଯାଏଁ | ଭାଗ୍ୟ ଲକ୍ଷ୍ମୀ | ନୀଲମ୍ ଓବରାୟ |
ମିଲିନ୍ଦ ଗାବାଙ୍କ ସହିତ ଏକ ମରାଠୀ ମ୍ୟୁଜିକ୍ ଭିଡିଓ
ବର୍ଷ | କାମ | ପୁରସ୍କାର | ବର୍ଗ | ଫଳାଫଳ |
---|---|---|---|---|
୨୦୦୮ | ବାଳିକା ବଧୂ | ଇଣ୍ଡିଆନ୍ ଟେଲି ଆୱାର୍ଡ଼ | ଶ୍ରେଷ୍ଠ ସହାୟକ ଅଭିନେତ୍ରୀ | ବିଜୟୀ |
୨୦୦୯ | ମନୋନୀତ | |||
୨୦୧୩ | ମନୋନୀତ |