ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ Trade names Hespan, Voluven, Volulyte, Tetrahes, Hestar, Others Synonyms Tetrastarch, hetastarch AHFS /Drugs.com HES 130/0.4: monograph Hetastarch: monograph Routes of administration Intravenous Elimination half-life 1.4 hrs Excretion Kidney ECHA InfoCard 100.120.749 Molar mass 130–200 kg/mol (typical) 3D model (JSmol )
O(CCO)[C@H]1O[C@@H]([C@@H](OCCO)[C@H](OCCO)[C@H]1OCCO)COCCO.OC[C@H]1O[C@H](O)[C@H](O)[C@@H](O)[C@@H]1O
InChI=1S/C16H32O11.C6H12O6/c17-1-6-22-11-12-13(23-7-2-18)14(24-8-3-19)15(25-9-4-20)16(27-12)26-10-5-21;7-1-2-3(8)4(9)5(10)6(11)12-2/h12-21H,1-11H2;2-11H,1H2/t12-,13-,14+,15-,16+;2-,3-,4+,5-,6+/m11/s1
Y Key:DNZMDASEFMLYBU-RNBXVSKKSA-N
Y
ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ ( HES ), ଅନ୍ୟମାନଙ୍କ ମଧ୍ୟରେ ଭଲ୍ୟୁଭେନ୍ ଏକ ବେପାର ନାମ, ଯାହା ଜୀବକୋଷ ବହିର୍ଭୁତ ତରଳ ପଦାର୍ଥର ପରିମାଣ କମୁଥିଲେ (ହାଇପୋଭୋଲେମିଆ)ର ତାହାର ପରିମାଣ ବୃଦ୍ଧି କରିବାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ [ ୧] ସାଧାରଣତଃ କ୍ରିସ୍ଟାଲଏଡ (crystalloid ) ବା କଲିଳ ଦ୍ରବଣ ଦେବାକୁ ଅଧିକ ପସନ୍ଦ କରାଯାଏ | [ ୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[ ୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ ହୋଇପାରେ ।[ ୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ , ରକ୍ତସ୍ରାବ, ହୃଦ୍ପାତ ଏବଂ ଶକ୍ ହୋଇପାରେ ।[ ୧] [ ୨] ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କ ମୃତ୍ୟୁ ସମ୍ଭାବନା ଏବଂ ବୃକ୍କ ସମସ୍ୟା ହୋଇପାରେ ।[ ୩] ଏହା ଏକ ଉତ୍ପାଦିତ କୋଲଏଡ ଦ୍ରବଣ ।[ ୧]
୧୯୬୦ ଦଶକରେ ହାଇଡ୍ରକ୍ସିଇଥାଇଲ ଷ୍ଟାର୍ଚ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[ ୪] ୟୁରୋପ ୨୦୧୩ରେ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲା ଏବଂ ସଂପୃକ୍ତ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ୨୦୧୮ରେ ସେମାନଙ୍କୁ ବଜାରରୁ ବାହାର କରିଦେଲା | [ ୫] [ ୬] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫୦୦ ମିଲି ବ୍ୟାଗ ଥିବା ଏହାର ମୂଲ୍ୟ ୮୦ ଡଲାର ଥିଲା ।[ ୭]
↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Hydroxyethyl Starch 130/0.4 Monograph for Professionals" . Drugs.com (in ଇଂରାଜୀ). Archived from the original on 13 March 2016. Retrieved 10 December 2021 .
↑ "Hetastarch Monograph for Professionals" . Drugs.com (in ଇଂରାଜୀ). Archived from the original on 21 May 2016. Retrieved 10 December 2021 .
↑ Zarychanski, R; Abou-Setta, AM; Turgeon, AF; Houston, BL; McIntyre, L; Marshall, JC; Fergusson, DA (Feb 20, 2013). "Association of hydroxyethyl starch administration with mortality and acute kidney injury in critically ill patients requiring volume resuscitation: a systematic review and meta-analysis" . JAMA: The Journal of the American Medical Association . 309 (7): 678–88. doi :10.1001/jama.2013.430 . PMID 23423413 .
↑ Bilotta, F; Giordano, G; Caroletti, F; Pugliese, F (June 2018). "Hydroxyethyl starch: the Paradigm of Eminence-Based Versus Evidence-Based Medicine-1". Turkish journal of anaesthesiology and reanimation . 46 (3): 165–167. doi :10.5152/TJAR.2018.030618 . PMID 30140509 .
↑ "PRAC recommends suspending hydroxyethyl-starch solutions for infusion from the market" . Archived from the original on 10 July 2021. Retrieved 10 December 2021 .
↑ "Hydroxyethyl-starch solutions for infusion to be suspended – CMDh endorses PRAC recommendation" . Archived from the original on 14 November 2021. Retrieved 10 December 2021 .
↑ "Voluven Prices, Coupons & Patient Assistance Programs" . Drugs.com (in ଇଂରାଜୀ). Retrieved 10 December 2021 .