ହାଇପୋପ୍ରୋଲାକ୍ଟିନେମିଆ ହେଉଛି ଏକ ଶାରୀରିକ ଅବସ୍ଥା ଯେଉଁଥିରେ ପ୍ରୋଲାକ୍ଟିନ ନାମକ ଏକ ହାଇପୋଥାଲାମିକ-ପୁଟୁଇଟାରି ହରମୋନର ଅଭାବ ଥାଏ | [ ୬] ପ୍ରସବ ପରେ ସ୍ତନରୁ କ୍ଷୀର ନ ବାହାରିବା ଏହାର ଲକ୍ଷଣ | [ ୭] ସାଧାରଣତଃ ଏହା ହାଇପୋପିଟୁଇରୀଜିମ୍ ସହିତ ମିଳିତ ଥାଏ | [ ୧] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ବନ୍ଧ୍ୟାତ୍ୱ ଏବଂ ଯୌନ ଅସୁବିଧାକୁ ହୋଇପାରେ | [ ୩]
ସିହାନ ସିଣ୍ଡ୍ରୋମ , ପିଟୁଇଟାରି ଅସ୍ତ୍ରୋପଚାର, ଚୋଟ ଜନିତ ମସ୍ତିଷ୍କ ଆଘାତ, ଏବଂ କେତେକ ଜେନେଟିକ ପରିବର୍ତ୍ତନ ଯୋଗୁ ଏହି ଅବସ୍ଥା ଜାତ ହୋଇପାରେ | [ ୭] [ ୮] [ ୬] ଥାଇରୋଟ୍ରୋପିନ ଦିଆଯିବା ପରେ ପ୍ରୋଲାକ୍ଟିନ ପାଇଁ ରକ୍ତ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ | [ ୯] [ ୧୦] ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନ ଥିବାରୁ ଏହାର ନିର୍ଣ୍ଣୟ ଆବଶ୍ୟକ ନୁହେଁ | [ ୧୧]
ରିକମ୍ବିନାଣ୍ଟ ମାନବ ପ୍ରୋଲାକ୍ଟିନ ବ୍ୟବହାରକୁ କେତେକ ପ୍ରମାଣ ସମର୍ଥନ କରୁଥିବାବେଳେ ଅଧୁନା ଚିକିତ୍ସା ବ୍ୟବହାର ପାଇଁ ଏହା ଅନୁମୋଦିତ ନୁହେଁ | [ ୬] [ ୧୨] ସାଧାରଣତଃ କିଣା ଶିଶୁ ଖାଦ୍ୟ ଦିଆଯାଏ | [ ୧୩] କେବଳ ପ୍ରୋଲାକ୍ଟିନର ଅଭାବ ବିରଳ ଅଟେ | [ ୩] ହାଇପୋପିଟୁଇଟାରିଜିମ ଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୧୭% କ୍ଷେତ୍ରରେ ଏହା ହୋଇଥାଏ ଓ କିମ୍ବା 1999 ମସିହାରୁ ସ୍ପେନରେ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୮ଜଣକୁ ଏହା ହୋଇଥାଏ । [ ୩]
↑ ୧.୦ ୧.୧ ୧.୨ Jerome F. Strauss III; Robert L. Barbieri (28 August 2013). Yen & Jaffe's Reproductive Endocrinology: Physiology, Pathophysiology, and Clinical Management . Elsevier Health Sciences. pp. 53–. ISBN 978-1-4557-5972-9 . Archived from the original on 21 March 2017. Retrieved 13 March 2016 .
↑ Bondanelli, M; Ambrosio, MR; Zatelli, MC; De Marinis, L; degli Uberti, EC (May 2005). "Hypopituitarism after traumatic brain injury". European journal of endocrinology . 152 (5): 679–91. doi :10.1530/eje.1.01895 . PMID 15879352 .
↑ ୩.୦ ୩.୧ ୩.୨ ୩.୩ ୩.୪ Tritos, Nicholas A.; Klibanski, Anne (2019). Prolactin Disorders: From Basic Science to Clinical Management (in ଇଂରାଜୀ). Springer. p. 104. ISBN 978-3-030-11836-5 . Archived from the original on 2021-05-18. Retrieved 2021-02-02 .
↑ "Hypopituitarism - Hormonal and Metabolic Disorders" . Merck Manuals Consumer Version . Archived from the original on 5 May 2021. Retrieved 2 February 2021 .
↑ "Prolactin Deficiency Treatment & Management: Medical Care, Consultations" . 9 November 2019. Archived from the original on 7 October 2017. Retrieved 2 February 2021 .
↑ ୬.୦ ୬.୧ ୬.୨ Tritos, Nicholas A.; Klibanski, Anne (2019). Prolactin Disorders: From Basic Science to Clinical Management (in ଇଂରାଜୀ). Springer. p. 104. ISBN 978-3-030-11836-5 . Archived from the original on 2021-05-18. Retrieved 2021-02-02 .
↑ ୭.୦ ୭.୧ Jerome F. Strauss III; Robert L. Barbieri (28 August 2013). Yen & Jaffe's Reproductive Endocrinology: Physiology, Pathophysiology, and Clinical Management . Elsevier Health Sciences. pp. 53–. ISBN 978-1-4557-5972-9 . Archived from the original on 21 March 2017. Retrieved 13 March 2016 .
↑ Bondanelli, M; Ambrosio, MR; Zatelli, MC; De Marinis, L; degli Uberti, EC (May 2005). "Hypopituitarism after traumatic brain injury". European journal of endocrinology . 152 (5): 679–91. doi :10.1530/eje.1.01895 . PMID 15879352 .
↑ "Hypopituitarism - Hormonal and Metabolic Disorders" . Merck Manuals Consumer Version . Archived from the original on 5 May 2021. Retrieved 2 February 2021 .
↑ "Prolactin Deficiency Workup" . Emedicine . Archived from the original on 15 August 2017. Retrieved 2 February 2021 .
↑ "Prolactin Deficiency Workup" . Emedicine . Archived from the original on 15 August 2017. Retrieved 2 February 2021 .
↑ "Prolactin Deficiency Medication: Antidopaminergic agents" . emedicine.medscape.com . Archived from the original on 19 January 2021. Retrieved 2 February 2021 .
↑ "Prolactin Deficiency Treatment & Management: Medical Care, Consultations" . 9 November 2019. Archived from the original on 7 October 2017. Retrieved 2 February 2021 .