Himalayan Expressway | |
---|---|
Route information | |
Length: | 27.5 km (୧୭.୧ mi) |
Major junctions | |
South end: | Zirakpur |
North end: | Parwanoo |
Highway system | |
ହିମାଳୟାନ ଏକ୍ସପ୍ରେସୱେ, ଏକ 27.5 କିଲୋମିଟର ଦୀର୍ଘ ଏକ୍ସପ୍ରେସୱେ । ଏହା ହରିୟାଣା , ପଞ୍ଜାବ ଓ ହିମାଚଳ ପ୍ରଦେଶର ତ୍ରିବେଣୀ ସୀମା ଅଞ୍ଚଳରେ ଥିବା ଶିବଲିକ ପର୍ବତ ମାଲାକୁ କାଟି ଯାଇଥାଏ । ଏହା ପଞ୍ଜାବର ଜାକିରପୁରଠାରୁ ହିମାଚଳ ପ୍ରଦେଶର ପରୱାନୁ ପର୍ଯ୍ୟନ୍ତ ଯାଇଛି । ଏଥିରେ ପଞ୍ଜାବ ଅଞ୍ଚଳରେ 2 କିଲୋମିଟର , ହରିୟାଣାରେ 21 କିଲୋମିଟର ଓ ହିମାଚଳ ପ୍ରଦେଶରେ 4.5 କିଲୋମିଟର ଯାଇଛି । ଏହା JP ଗ୍ରୁପଦ୍ୱାରା ନିର୍ମିତ ହେଇଥିଲା ।
ଏହି ରାସ୍ତା ଜାକିରପୁରଠାରୁ ପରୱାନୁ ମଧ୍ୟରେ ମାତ୍ର 3 କିଲୋମିଟର ଦୁରତ୍ୱ କମ କରୁଥିଲେ ମଧ୍ୟ ବହୁ ସମୟ ବଞ୍ଚେଇ ଥାଏ । ଏହି ଦୂରତା ଅତିକ୍ରମ କରିବାକୁ ସାଧାରଣ ରାଜପଥରେ ଭିଡ ଯୋଗୁଁ 1 ଘଣ୍ଟାରୁ 7 ଘଣ୍ଟା ଲାଗିଥାଏ । ଏହି ରାସ୍ତାରେ ଯିବାଦ୍ୱାରା ଯାତ୍ରୀମାନେ ଭିଡ ପୂର୍ଣ ପିଞ୍ଜୋରେ ଓ କାଳକା ରାସ୍ତା ଦେଇ ଯିବାକୁ ହୁଏ ନାହି ।