୬ଷ୍ଠ ଲୋକ ସଭା ୧୯୭୭ ମସିହାରେ ଗଠିତ ହୋଇଥିଲା । ୧୯୭୭ ସାଧାରଣ ନିର୍ବାଚନ ପରେ ଏହି ଲୋକ ସଭା ୨୩ ମାର୍ଚ୍ଚ ୧୯୭୭ରୁ ଆରମ୍ବ ହୋଇଥିଲା ଏବଂ ମାତ୍ର ଦୁଇ ବର୍ଷ ପରେ ଅର୍ଥାତ ୨୨ ଅଗଷ୍ଟ ୧୯୭୯ରେ ଭଙ୍ଗ ହୋଇଥିଲା ।[୧] ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାର ୧୧ ଜଣ ସଦସ୍ୟ ଲୋକ ସଭାକୁ ମନୋନୀତ ହୋଇ ଆସିଥିଲେ ।[୨]
ଏହି ଲୋକ ସଭାରେ ଜନତା ଦଳର ଗଠବନ୍ଧନ ୩୪୫ଟି ଆସନରେ ଜିତିବାପରେ ମୋରାରଜୀ ଦେଶାଇ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହି ନିର୍ବାଚନରେ ଜନତା ଦଳର ଗଠବନ୍ଧନ ୫ମ ଲୋକ ସଭାଠାରୁ ୨୩୩ଟି ଅଧିକ ଆସନରେ ଜିତିଥିଲେ । ମୋରାଜୀ ଦେଶାଇଙ୍କ ପରେ ଏହି ଲୋକ ସଭାରେ ୨୮ ଜୁଲାଇ ୧୯୭୯ରୁ ଚରଣ ସିଂହ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଲେ ଏବଂ ୧୯୮୦ ସାଧାରଣ ନିର୍ବାଚନ ପରେ ୭ମ ଲୋକ ସଭା ଗଠନ ହେବାଯାଏଁ ସେ ୧୪ ଜାନୁଆରୀ ୧୯୮୦ ଯାଏଁ ଦାୟିତ୍ୱରେ ଥିଲେ ।
ବିଭିନ୍ନ ରାଜନୈତିକ ଦଳରୁ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି [୩]-
S.No. | Party Name | Number of MPs |
---|---|---|
୧ | ଭାରତୀୟ ଜନତା ପାର୍ଟି | ୨୯୫ |
୨ | ଭାରତୀୟ ଜାତୀୟ କଂଗ୍ରେସ | ୧୫୪ |
୩ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) | ୨୨ |
୪ | ଏ.ଆଇ.ଏ ଡି.ଏମ୍.କେ | ୧୮ |
୫ | ଅକାଳୀ ଦଳ | ୯ |
୬ | ଇନ୍ଡିପେଣ୍ଡେଣ୍ଟ | ୯ |
୭ | କମ୍ୟୁନିଷ୍ଟ ପାର୍ଟି | ୭ |
୮ | ସ୍ୱାଧୀନ | ୫ |
୯ | ପିଜେଣ୍ଟସ୍ ଆଣ୍ଡ ୱାର୍କର୍ସ ପାର୍ଟି ଅଫ୍ ଇଣ୍ଡିଆ | ୫ |
୧୦ | ରିଭୋଲ୍ୟୁସ୍ନାରୀ ସୋସିଆଲିଷ୍ଟ ପାର୍ଟି | ୪ |
୧୧ | ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ | ୩ |
୧୨ | କେରଳ କଂଗ୍ରେସ | ୨ |
୧୩ | ସର୍ବଭାରତୀୟ ମୁସଲମାନ ଦଳ | ୨ |
୧୪ | ଜାମ୍ମୁ ଆଣ୍ଡ କାଶ୍ମୀର ନେସ୍ନାଲ୍ କନ୍ଫରେନ୍ସ | ୨ |
୧୫ | ଡି.ଏମ୍.କେ | ୨ |
୧୬ | ଝାଡ଼ଖଣ୍ଡା ପାର୍ଟି | ୧ |
୧୭ | ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି | ୧ |
ସମୁଦାୟ | ୫୪୨ |
ଭାରତର ପ୍ରଧାନମନ୍ତ୍ରୀ | ମୋରାରଜୀ ଦେଶାଇ | ୨୪ ମାର୍ଚ୍ଚ ୧୯୭୭ – ୨୮ ଜୁଲାଇ ୧୯୭୯ |
ବିରୋଧୀଦଳ ନେତା | ସି.ଏମ୍. ଷ୍ଟିଫେନ | ୨୪ ମାର୍ଚ୍ଚ ୧୯୭୭ – ୨୮ ଜୁଲାଇ ୧୯୭୯ |
Ministry | Minister | Term |
---|---|---|
କୃଷି | ସୁରଜିତ ସିଂହ ବାର୍ନାଲ | ୧୯୭୭-୧୯୭୯ |
ପ୍ରତିରକ୍ଷା | ଜଗଜୀବନ ରାମ | ୨୪ ମାର୍ଚ୍ଚ ୧୯୭୭ – ୨୮ ଜୁଲାଇ ୧୯୭୯ |
ବୈଦେଶିକ | ଅଟଳ ବିହାରୀ ବାଜପେୟୀ
ଶ୍ୟାମ ନନ୍ଦନ ପ୍ରସାଦ ମିଶ୍ର |
୨୬ ମାର୍ଚ୍ଚ ୧୯୭୭ – ୨୮ ଜୁଲାଇ ୧୯୭୯
୨୮ ଜୁଲାଇ ୧୯୭୯ – ୧୩ ଜାନୁଆରୀ ୧୯୮୦ |
ଅର୍ଥ | ହରିଭାଇ ଏମ୍. ପଟେଲ | ୨୪ ମାର୍ଚ୍ଚ ୧୯୭୭ - ୨୪ ଜାନୁଆରୀ ୧୯୭୯ |
ଗୃହ | ଚରଣ ସିଂହ | ୨୪ ମାର୍ଚ୍ଚ ୧୯୭୭ – ୧ ଜୁଲାଇ ୧୯୭୮
୧ ଜୁଲାଇ ୧୯୭୮ – ୨୮ ଜୁଲାଇ ୧୯୭୯ |
ସୂଚନା ପ୍ରସାରଣ | ଲାଲକୃଷ୍ଣ ଆଡ୍ଭାନୀ | ୧୯୭୭-୧୯୭୯ |
ଆଇନ | ଶାନ୍ତି ଭୂଷଣ
ହଂସରାଜ ଖାନ୍ନା |
୧୯୭୭-୧୯୭୯
୧୯୭୯ |
ରେଳ | ମଧୁ ଦଣ୍ଡବତେ | ୨୪ ମାର୍ଚ୍ଚ ୧୯୭୭ – ୨୮ ଜୁଲାଇ ୧୯୭୯ |
ଶିକ୍ଷା | ପ୍ରତାପ ଚନ୍ଦ୍ର ଚୁନ୍ଦର | ୨୪ ମାର୍ଚ୍ଚ ୧୯୭୭ – ୨୮ ଜୁଲାଇ ୧୯୭୯ |
{{cite web}}
: Cite has empty unknown parameter: |dead-url=
(help)