Chaudayyadanapur
Chaudadanapur | |
---|---|
town | |
Country | India |
State | Karnataka |
District | Haveri |
Languages | |
Time zone | UTC+5:30 (IST) |
ISO 3166 code | IN-KA |
ଯାନବାହାନ ପଞ୍ଚୀକରଣ | KA-27 |
Nearest city | Ranebennur |
Website | karnataka |
ଚଉଦୟଦାନପୁର, ଭାରତୀୟ ରାଜ୍ୟ କରଣାତକର ହାଭରି ଜିଲ୍ଲାର ରାନେବେଣୁର ତାଲୁକ ଅଞ୍ଚଳରେ ଥିବା ଏକ ଗ୍ରାମ । ଏଠାରେ ଥିବା ମୁକ୍ତେଶ୍ୱର ମନ୍ଦିର ଭାରତୀୟ ଧର୍ମ , ସଂସ୍କୃତି ଓ କାବ୍ଯ କବିତା ସମସ୍ତଙ୍କୁ ଉତ୍ତମ ଭାବରେ ପ୍ରତିପାଦିତ କରିବା ଭଳି ସ୍ଥାପତ୍ୟ କଳା ସହ ରହିଛି । [୧]
ବ୍ଭାରତୀୟ ସଂସ୍କୃତିକୁ ଉତ୍ତର କରଣତକର ବହୁମୂଲ୍ୟ ଅବଦାନ ସବୁ କାଳରେ ରହିଥିଲା । ଏହା ପରେ ଅବସକୃତ ହେଇଥିବା ଖାନରୁ ଜଣା ପଡିଥାଏ ।
.ଚଉଦୟଦାନପୁରର ପ୍ରାଚୀନ ନାମ ଶିବପୁର ଥିଲା । ଦ୍ୱାଦଶ ଶତାବ୍ଦୀର ଜଣେ ସମାଜ ସଂସ୍କାରକ ବାସଭେଶ୍ୱର ଏହି ଗ୍ରାମକୁ ଅମ୍ବିଗରା ଚୌଦଯ୍ଯ ନାମକ ଜଣେ ଦଙ୍ଗାଚାଳକଙ୍କୁ ଦାନ ସୂତ୍ରରେ ପ୍ରଦାନ କରିଥିଲେ । ତାହା ପରେ ଏହାର ନାମ ଚୌଦଦାନପୁର ହେଲା । [୨]
ଏଠାରେ ଥିବା ମୁକ୍ତେଶ୍ୱର ମନ୍ଦିର କୁ ଭାରତୀୟ କଳା ଓ ସଂସ୍କୃତିର ଏକ ଚରମ ନିଦର୍ଶନ କୁହାଯାଇପାରେ । .[୩]
ଏହା ନିକଟରେ ଥିବା ନରସିଂହ ମନ୍ଦିରର ପୁନରୁଦ୍ଧାର ନିତାନ୍ତ ଆବଶ୍ୟକ ।